Language Section

 

 

 

 

 

 

Dictionary : View_page

ID Main Word Content
1491 ଅଞ୍ଜନାବତୀ

Category : [ Name ]

Also : [ ଅଞ୍ଜନା ]

  1. An̄janābatī (ଦେ.ବି.) - ପଶ୍ଚିମଦିଗ ହସ୍ତିନୀ  Name of the she-elephant guarding the West.
  2. ସ୍ତ୍ରୀ ଲୋକର ନାମ Name of a woman.
1492 ଅଞ୍ଜନିକା
  1. An̄janikā (ସଂ.ବି.) - ଏକପ୍ରକାର ଝିଟିପିଟି A species of house-lizard.
  2. ଚୁଟିଆ ମୂଷା (ଏହାର ଦେହର ବର୍ଣ୍ଣ କୃଷ୍ଣାଭ ଥିବାରୁ) The small mouse.
1493 ଅଞ୍ଜଳି

Category : [ Name ]

Also : [ ଅଞ୍ଜୋଳି ] 

  1. An̄jaḻi (ଦେ.ବି.) - ସ୍ତ୍ରୀ ଲୋକର ନାମ Name of a woman.
  2. (ସଂ.ବି.) - ଗଣ୍ଡୂଷାକୃତି ଦୁଇ ହସ୍ତର ପୁଟ; ପାତ୍ରାକାର କୃତ ଦୁଇ କରତଳ The two palms of the hands hollowed and held to gether; folded palms.
1494 ଅଞ୍ଜଳିକ
  1. An̄jaḻīka (ସଂ.ବି.) ଶରବିଶେଷ; ଏହି ଶରରେ ଅର୍ଜୁନ କର୍ଣ୍ଣଙ୍କର ମସ୍ତକ ଛେଦନ କରିଥିଲେ A kind of arrow.
1495 ଅଞ୍ଜଳିକାରିକା

Category : [ Plant ]

  1. An̄jaḻikārikā (ସଂ.ବି.) -  (ଛୁଇଁ ଦେବା ମାତ୍ରେ ଯେଉଁ ଗୁଳ୍ମର ପତ୍ର ଅଞ୍ଜଳି ପରି ଆକାର ଧାରଣ କରି ମୁଦି ହୋଇଯାଏ) ଲଜ୍ଜାବତୀ (ଲାଜକୁଳି) ଲତା The mimosa plant
  2. (ଯାହାକୁ ଚିପି ଦେଲେ ତାର ଦୁଇ ହାତ ଅଞ୍ଜଳି ପରି ହୋଇଯାଏ) ପୁତ୍ତଳିକା; କଣ୍ଢେଇ A doll.
Page 299 of 687



expoodisha.com

 

Other Dictionary