Language Section

 

 

 

 

 

 

Dictionary : View_page

ID Main Word Content
1486 ଅଞ୍ଜନଗିରି
  1. An̄janagiri (ସଂ.ବି.) - ନୀଳଗିରି ପର୍ବତ  The Nilgiris (mountain-range).
1487 ଅଞ୍ଜନପର୍ବା

Category : [ Name ]

  1. An̄janaparbā (ସଂ.ବି.) - ପାଣ୍ଡବପକ୍ଷୀୟ ଯୋଦ୍ଧାବିଶେଷ  Name of a warrior fighting for the Pāndavas.
1488 ଅଞ୍ଜନବିଦ୍ୟା
  1. An̄janabidyā (ସଂ.ବି.) - ଯେଉଁ ବିଦ୍ୟା ଶିକ୍ଷା କରିବା ବ୍ୟକ୍ତି ଅଭିମନ୍ତ୍ରିତ ଅଞ୍ଜନ ଆଖିରେ ଲଗାଇଲେ ତାକୁ ଅନ୍ଧକାରରେ ପଦାର୍ଥମାନ ଦେଖାଯାଏ A science of applying magical collyrium to the eye by which a person can see things in the dark.
1489 ଅଞ୍ଜନା

Category : [ Name ]

  1. An̄janā (ସଂ.ବି.) - ପଶ୍ଚିମ ଦିଗ ହସ୍ତିନୀ Name of the she-elephant guarding the West.
  2. ହନୁମାନଙ୍କ ମାତା; କେଶରୀ ନାମକ ବାନରର ସ୍ତ୍ରୀ  Name of the mother of Hanūmāna.
  3. (ଅଳଙ୍କାର ଶାସ୍ତ୍ରୋକ୍ତ ଶବ୍ଦ ଶକ୍ତିଭେଦ) ଶବ୍ଦର ଯେଉଁ ବୃତ୍ତି ବା ଶକ୍ତିଦ୍ୱାରା ଶବ୍ଦର ବା ବାକ୍ୟର ବାଖ୍ୟାର୍ଥ ଓ ଲକ୍ଷଣାର୍ଥ ଠାରୁ ପୃଥକ୍ ବକ୍ତାଙ୍କ ଅଭିପ୍ରେତ ଗୂଢ଼ାର୍ଥର ବୋଧ ଜନ୍ମେ The power of a word by which the hidded meaning or suggestion or intention of the speaker is gathered apart from its literal or patent meaning.
1490 ଅଞ୍ଜନାଧିକା
  1. An̄janādhikā  (ସଂ.ବି.) ଏକ ପ୍ରକାର ଝିଟିପିଟି A kind of house-lizard.
Page 298 of 687



expoodisha.com

 

Other Dictionary