Language Section

 

 

 

 

 

 

Dictionary : View_page

ID Main Word Content
1476 ଅଞ୍ଚଳଗଣ୍ଠି ଟାଣିବା
  1. n̄chaḻagaṇṭhi ṭāṇibā (ଦେ.କ୍ରି.) - ପ୍ରତିଜ୍ଞା କରି ଅଥବା ସ୍ମାରକରୂପେ କୌଣସି କାର୍ଯ୍ୟ କରିବା ପାଇଁ ଲୁଗା କାନିରେ ଗଣ୍ଠି ପକାଇବା To tie a knot at the end of one's cloth to serve as a reminder or on resolving to do a certain thing.
1477 ଅଞ୍ଚଳା
  1. An̄chaḻā (ଦେ.ବି.) - ସ୍ତ୍ରୀମାନଙ୍କ ପିନ୍ଧା ଶାଢ଼ୀର ଯେଉଁ ଅଂଶ କାନ୍ଧ ଉପର ଦେଇ ପିଠିଆଡ଼କୁ ଲମ୍ବିଥାଏ, ସେହିପାଖର ମୁହଁରେ ଥିବା ଚିତ୍ରିତ ଅଂଶ The embroidered or worked end of a cloth put on by women.
1478 ଅଞ୍ଚଳିଆ
  1. An̄chaḻiā (ଦେ.ବିଣ.) - (ଅନ୍ୟ ସ୍ଥାନବାଚକ ଶବ୍ଦ ସଙ୍ଗେ ଯୁକ୍ତ ହୁଏ) ଯଥା - ପୁରୀ ଅଞ୍ଚଳିଆ  ଅମୁକ ଅଞ୍ଚଳ ବା ସ୍ଥାନ ସମ୍ବନ୍ଧୀୟ Relating to such and such a place.
1479 ଅଞ୍ଚାଅଞ୍ଚି
  1. An̄chāan̄chi (ଦେ.ବିଣ.) - ପରସ୍ପର ଉପରକୁ ଆକ୍ରମଣ କରିବାକୁ ଉହୁଙ୍କିବା; ଉହୁଙ୍କାଉହୁଙ୍କି Advancing towards each other to attack.
  2. (ଦେ.ବି.) - ପରସ୍ପରକୁ ଆକ୍ରମଣ Mutual attacking; attacking each other.
1480 ଅଞ୍ଚାଡ଼
  1. An̄chāṟḍ̠a (ବି.) (ପ୍ରାଦେ. କଳାହାଣ୍ଡି) ଶଗଡ଼ର ଅଖ The axle of a cart.
Page 296 of 687



expoodisha.com

 

Other Dictionary