Language Section

 

 

 

 

 

 

Dictionary : View_page

ID Main Word Content
131 ଅଂହ୍ରିସ୍କନ୍ଧ
  1. Aṁhriskandha (ସଂ.ବି.) -  ଗୁଳ୍ଫ; ଗୋଇଠି Heel; sole of the foot.
132 ଅଃ
  1. Aḥ (ଦେ.ଅ. ସଂ.) -  ଅହୋ; ଅହହ. ଓଃ; ଆହା; ହା; ହାଇ; ହାୟ। (ଏହା ନିମ୍ନଲିଖିତରୂପେ ବ୍ୟବହୃତ ହୁଏ; ଯଥା ଖେଦ ପ୍ରକାଶ; ବିରକ୍ତି ପ୍ରକାଶ; ଅନୁତାପ ପ୍ରକାଶ; ଲାଳସା; ଅବଜ୍ଞା ଓ ଅଜ୍ଞାନ ପ୍ରକାଶ) (Interjection) Oh; Alas; (used to express regret, displeasure, vexation, hankering, disdain & ignorance.
133 ଅଁ
  1. Añ (ଦେ.ଅ.) -  (ସମ୍ମତିସୂଚକ) ହଁ (Interjection used to express consent) Yes.
  2. (ନିକଟରେ ଥାଇ ଡାକିବା ଲୋକକୁ ଜବାବ ଦେବାରେ ବ୍ୟବହୃତ) ଏଁ Used in responding to the call of a person near by.
  3. (ନିକଟରେ ଥିବା ଲୋକର କଥା ଶୁଣି ନ ପାରିବା ବ୍ୟକ୍ତିର ପ୍ରଶ୍ନାର୍ଥକ ଧ୍ୱନି) ଏଁ; କଅଣ କହିଲ? (Sound used to express that one could not fully hear what was said) Eh! What did you say?<.li>
  4. (ଧ୍ୱନ୍ୟନୁକରଣ) ଅଣ୍ଡିରା ଛେଳି କିମ୍ବା ଷଣ୍ଡ ଆଦି ସଙ୍ଗମ କରିବାକୁ ଉଦ୍ୟତ ହେଲାବେଳେ କରିବା ଧ୍ୱନି। Sound made by a he-goat or bull before copulation.
134 ଅଁଟଁ
  1. Añṭañ ଦେ. ଅ. (ବ୍ୟଙ୍ଗ) (ସଂ. ଅଟନ) ସମ୍ଫୁର୍ଣ୍ଣରୂପେ ଯୋଗ୍ୟ  (Ironical) Fully fit. 
  2. ସମ୍ପୂର୍ଣ୍ଣରୂପେ ସନ୍ତୁଷ୍ଟ (Ironical) Fully satisfied.
135 ଅଁଳା

Category : [ Plant ]

Also : [ ଅଅଁଳା ]

Other Name : [ ଆମଳକ, ଆମଳକୀ, ଧାତ୍ରୀ, ତିଷ୍ୟଫଳା, ଅମୃତା, ଆମଲା, ଅମ୍ଳାଟନ, ଅମ୍ଳାତ, ଅମ୍ଳାତକ, କୁରୁଣ୍ଟକ, କୁରୁବକ, ବର୍ଣ୍ଣପୁଷ୍ପ, ମହାସହା, ଉଶିରିକା ]

  1. Aañḻā (ସଂ.) -  ଅଅଁଳା ଗଛ Aañḻā tree
  2. (ଦେ.ବି) - ବନ୍ୟ ବୃକ୍ଷ ଓ ତହିଁର କୋଳି A tree and its berry; Embellic myrobalan; Phylanthos emblica. 
  3.  (ସଂ.) -ଆମଳକ, ଏହାର ଆକୃତି ଅଅଁଳାକୋଳି ପରି ଚିରୁଡ଼ା ଚିରୁଡ଼ା ଓ ଚେପ୍ଟା ଥିବାରୁ) ଦେଉଳର ବିମାନ ଉପରେ ସ୍ଥାପିତ ଓ ଦହିଖୁଆ ପରି ଚିରୁଡ଼ା ଚିରୁଡ଼ା ଓ ଚେପ୍ଟା ଚକଡ଼ା। ଏହା ଉପରେ ଦହିନଉତି ଥାଏ। ଅଅଁଳାକୋଳି ପରି କମ ହୋଇଥିବା ଦହିନଉତିର ତଳ ବଇଠି। ଅଅଁଳା ସାଳି। An orange-shaped structure over the dome and below the top-stone of a temple.
Page 27 of 605



expoodisha.com

 

Other Dictionary