| 141 |
ଅକକ୍ଷ |
- Akaksha (ସଂ.ବି.) ଯାହା ଗ୍ରହର ନିର୍ଦ୍ଦିଷ୍ଟ ପଥ ନୁହେଁ That which is not the proper orbit of a planet
|
| 142 |
ଅକଚ |
- Akacha (ସଂ.ବିଣ.) - କେଶହୀନ hairless.
- ଟାଙ୍ଗରା Bald.
- ଯେଉଁ ଗ୍ରହର ସଞ୍ଚାର କାଳରେ ମେଘ ରହେ ନାହିଁ, କିମ୍ବା ଅ+କଚ=କେଶ; ଏହା କେଶ ଅର୍ଥାତ୍ ମସ୍ତକହୀନ ଥିବାରୁ)—କେତୁଗ୍ରହ The descending node; the dragon's tail.
|
| 143 |
ଅକଚା |
- Akachā (ସଂ.ବିଣ.) - ଯେଉଁ ଲୁଗା କଚା ହୋଇ ନାହିଁ; ଯେଉଁ ଲୁଗାକୁ କେହି କାଚି ନାହିଁ Unwashed (cloth); Uncleansed (cloth).ending node; the dragon's tail.
|
| 144 |
ଅକଚ୍ଛ |
- Akachchha (ସଂ.ବି.) - ଯେଉଁ ବ୍ୟକ୍ତି କଚ୍ଛା ମାରି ଲୁଗା ପିନ୍ଧି ନଥାଏ (Person) Who does not wear cloth by tagging down one end to the back side.
|
| 145 |
ଅକଟ |
- Akaṭa (ଗ୍ରା.ବି.) - (ଅଟକର ବର୍ଣ୍ଣବିପର୍ଯ୍ୟୟଯୁକ୍ତ ଉଚ୍ଚାରଣ) ଅଟକ; ଅଟକି ଯିବା; ଯାଉଁ ଯାଉଁ କୌଣସି ସ୍ଥାନରେ ଗତି ବନ୍ଦ ହେବା Stoppage; stopping; halt.
|