Language Section

 

 

 

 

 

 

Dictionary : View_page

ID Main Word Content
121 ଅସଂତ୍ର
  1.  Aṁsatra (ସଂ.ବି.) - ସ୍କନ୍ଧାବରକ କବଚ An armour for protecting the shoulder.
122 ଅଂସଫଳକ
  1. Aṁsaphaḻaka (ସଂ. ବି.) - (ବିଜ୍ଞାନ ପରିଭାଷା)— ଉଭୟସ୍କନ୍ଧର ପଛଆଡ଼େ ଥିବା ତ୍ରିକୋଣାକାର ଅସ୍ଥି; କାନ୍ଧର ହାଡ଼ (ହାତ ଚଳାଇଲା ବେଳେ ଯାହା ଚାଳିତ ହେବାର ଦେଖାଯାଏ।) Shoulderblade; the scapula
123 ଅଂସଫଳକାସ୍ଥି

also [ ଅଂଶଫଳକ ]

  1. Aṁsaphaḻaka (ସଂ.ବି.) - (ବିଜ୍ଞାନ ପରିଭାଷା) ଉଭୟସ୍କନ୍ଧର ପଛଆଡ଼େ ଥିବା ତ୍ରିକୋଣାକାର ଅସ୍ଥି; କାନ୍ଧର ହାଡ଼ (ହାତ ଚଳାଇଲା ବେଳେ ଯାହା ଚାଳିତ ହେବାର ଦେଖାଯାଏ।) Shoulderblade; the scapula
124 ଅଂସଭାର
  1. Aṁsabhāra (ସଂ.ବି.) -  କାନ୍ଧରେ ବୁହା ହେବା ବୋଝ Load carried on the shoulders.
    [ ଦ୍ର ] ଶିକାବାହୁଙ୍ଗୀ; ମନୁଷ୍ୟ କାନ୍ଧରେ ବୁହା ହେବା ସବାରି ; ବଳଦଙ୍କ କାନ୍ଧରେ ବୁହା ହେବା ଜୁଆଳି ଆଦି)
125 ଅଂସଳ
  1. Aṁsaḻa (ସଂ.ବିଣ.) - ଦୃଢ଼କାୟ; ବଳବାନ୍; ବଳିଷ୍ଠ Strong.
  2. ହୃଷ୍ଟପୁଷ୍ଟ Stout. 
  • ଅସଂଳା - ସ୍ତ୍ରୀ
Page 25 of 605



expoodisha.com

 

Other Dictionary