| 136 |
ଅକ |
- Aka (ସଂ.ବି.) - ବକ୍ରଗତି Curved motion.
- (ଅ=ନୁହେଁ+କ=ସୁଖ) ଦୁଃଖ Trouble.
- ପାପ Sin.
- ସଂ. ପ୍ରତ୍ୟୟ; (ଏହି ପ୍ରତ୍ୟୟାନ୍ତଶବ୍ଦ ବିଣ. ହୁଏ ଓ ପୁଲିଙ୍ଗ ହୁଏ ଯଥା - ନାୟକ; କାରକ; ପାଳକ; ଏଥିର ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ ଶେଷରେ ଇକା ଥାଏ, ଯଥା -ନାୟିକା, କାରିକା, ପାଳିକା।) ଯେ କରେ, ସମ୍ପାଦନାକାରୀ A suffix like the English suffix 'er' as in leader; doer; maintainer
|
| 137 |
ଅକଇଲାଣ |
also [ ଅକଲ୍ୟାଣ]
- Akailāṅa (ଗ୍ରା.ବି.) - ଅମଙ୍ଗଳ; ଅଶୁଭ Woe; evil.
- ଅଭିସମ୍ପାତ Imprecation; curse.
|
| 138 |
ଅକଉଡ଼ିଆ |
- Akauṟḍ̠iā (ଦେ.ବିଣ.) - ମୂଲ୍ୟହୀନ Valueless; of no value.
- ଧନହୀନ; ନିଃସ୍ୱ penniless; poverty-stricken.
- ମାଗଣା Got gratis; gratuitous.
|
| 139 |
ଅକକର୍ଥନ |
- Akakarthana (ଗ୍ରା. ବି.) - ବାହୁନା; ବାହୁନି କରି ଅତି କରୁଣ ସ୍ୱରରେ କାନ୍ଦିବାSorrowful lamentation.
- ଅତ୍ୟନ୍ତ ଶୋକ ବା ଦୁଃଖ Affliction.
- ବାହୁନି କରି କାନ୍ଦୁଥିବା (ବ୍ୟକ୍ତି) Wailing.
- ଶୋକ ପ୍ରକାଶ କରୁଥବା Sorrowing.
|
| 140 |
ଅକକର୍ଥନା |
also [ ଅକକର୍ଥନ ]
- Akakarthana (ଗ୍ରା. ବି.) - ବାହୁନା; ବାହୁନି କରି ଅତି କରୁଣ ସ୍ୱରରେ କାନ୍ଦିବା Sorrowful ଅତ୍ୟନ୍ତ ଶୋକ ବା ଦୁଃଖ Affliction
- ବାହୁନି କରି କାନ୍ଦୁଥିବା (ବ୍ୟକ୍ତି) Wailing.
- ଶୋକ ପ୍ରକାଶ କରୁଥବା Sorrowing.
|