| 1266 |
ଅଚ୍ୟୁତାନନ୍ଦ ଗୋସାଇଁ |
Also : [ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ]
- Achhyutānanda Gosāiñ (ଦେ.ବି.) - ଶ୍ରୀଚୈତନ୍ୟଦେବଙ୍କ ସମସାମୟିକ ଓଡ଼ିଆ ମହାପୁରୁଷ ଓ ଭକ୍ତକବି Name of a devotee and poet who was contemporary of Sricha̲i̱tanya.
|
| 1267 |
ଅଚ୍ୟୁତାବାସ |
- Achyutābāsa (ସଂ.ବି.) - ବୈକୁଣ୍ଠ The abode of Bishṇu.
- ଅଶ୍ୱତ୍ଥବୃକ୍ଷ The holy fig (tree).
|
| 1268 |
ଅଛ |
- Achha (ଦେ.କ୍ରିୟା.) - (ସଂ. ଅସ ଧାତୁ; ବର୍ତ୍ତମାନ କାଳ 2ୟ ପୁରୁଷ, ଆଦରାର୍ଥ ଏକବଚନ (ତୁମ୍ଭେ) ଓ ବହୁବଚନରେ (ତୁମ୍ଭେମାନେ ସହିତ ବ୍ୟବହୃତ ରୂପ); ହୁଅ; ଅଟ The form taken by the verb 'To be' in present tense 2nd person singular & plural (you) are.
|
| 1269 |
ଅଛଇ |
- Achhai (ଦେ.କ୍ରି.) - (ପଦ୍ୟରେ ବ୍ୟବହୃତ) ଅସ ଧାତୁ ବର୍ତ୍ତମାନ କାଳ 3ୟ ପୁରୁଷ ଅନାଦରାର୍ଥକ ଏକବଚନରେ ବ୍ୟବହୃତ ଆକାର (He; She; It, Is).
|
| 1270 |
ଅଛଙ୍କା |
- Achhaṅkā (ଦେ.ବିଣ.) - ଅଛଣା; ଯେଉଁ ତରଳ ପଦାର୍ଥ ବସ୍ତ୍ରାଦି ଦ୍ୱାରା ଛଣା ହୋଇ ନାହିଁ Unsifted (liquid).
- ଅବଘରା (ତରକାରୀ) (Curry) Which has not been flavoured with the fried spices.
|