Language Section

 

 

 

 

 

 

Dictionary : View_page

ID Main Word Content
1221 ଅଚିକିତ୍ସା
  1. Achikitsā (ସଂ.ବି.) -  ଚିକିତ୍ସାର ଅଭାବ Want of medical treatment.
  2. ଉପଯୁକ୍ତ ଚିକିତ୍ସାର ଅଭାବ Want of proper medical treatment.
1222 ଅଚିକିତ୍ସ୍ୟ

Also : [ ଅଚିକିତ୍ସନୀୟ ]

  1. Achikitsya (ସଂ.ବିଣ.)ଯାହାର ଚିକିତ୍ସା ହୋଇ ନ ପାରେ; ଯାହା ଚିକିତ୍ସାଦ୍ୱାରା ଉପଶାନ୍ତ ହୋଇ ନ ପାରେ Incurable.
  2. ଦୁରାରୋଗ୍ୟ  Curable with much difficulty.
1223 ଅଚିତ୍‌
  1. Achit (ସଂ.ବିଣ.) -  ଅଜ୍ଞାନ; ମୂର୍ଖ Unlearned; illiterate.
  2. (ଦେ.ବି.) - ପ୍ରତ୍ୟକ୍ଷ ଗୋଚର ଯାବତୀୟ ଜଡ଼ ବସ୍ତୁ  Perceptible matter.
1224 ଅଚିନା

Also : [ ଅଚିହ୍ନା ]

  1. Achinā  (ଗ୍ରା.ବିଣ.)ଅପରିଚିତ; ଅଜ୍ଞାତ Unknown; strange.
  2. ଅଜ୍ଞେୟ  Unknowable.
  3. ଯେଉଁ ରୋଗକୁ କେହି ଚିହ୍ନିପାରେ ନାହିଁ  Undiagnosed; unrecognisable (disease).
  4. ଯେଉଁ ଲୋକ ଅନ୍ୟକୁ ଚିହ୍ନି ନ ପାରେ  Incapable of recognising other.
  5. (ଗ୍ରା.ବି.) - ଯେଉଁ ରୋଗକୁ ଚିକିତ୍ସକ ଲକ୍ଷଣାଦିଦ୍ୱାରା ଚିହ୍ନିପାରେ ନାହିଁ A disease which cannot be diagnosed.
1225 ଅଚିନା ବ୍ୟାଧି

Also : [ ଅଚିହ୍ନା ବ୍ୟାଧି ]

  1. Achinā byādhi (ଗ୍ରା.ବିଣ.) -  ଯେଉଁ ରୋଗକୁ ଚିକିତ୍ସକ ଲକ୍ଷଣାଦିଦ୍ୱାରା ଚିହ୍ନିପାରେ ନାହିଁ A disease which cannot be diagnosed.
  2. ଯେଉଁ ରୋଗର (ଯଥା- ବାତୁଳତା) ଫଳରେ ରୋଗୀ ପରିଚିତ ବ୍ୟକ୍ତିକୁ ଚିହ୍ନିପାରେ ନାହିଁ A disease in which the patient is unable to identify known people.
Page 245 of 687



expoodisha.com

 

Other Dictionary