| ID | Main Word | Content |
|---|---|---|
| 1101 | ଅଙ୍ଗାର |
|
| 1102 | ଅଙ୍ଗାରକ |
|
| 1103 | ଅଙ୍ଗାରକମଣି |
|
| 1104 | ଅଙ୍ଗାରକର୍କଟୀ |
[ ଦ୍ର ] ଅଟାକୁ ପାଣିରେ ବହୁ କ୍ଷଣ ବତୁରାଇ ତାକୁ ଚକଟି ନାନା- ମାନ ବା ମୁଣ୍ଡିକାକୁଡ଼ି ପରି ଗୋଲାମାନ ବଳିଲା ପରେ, ଏ ଗୋଲାମାନଙ୍କୁ ଦହକ ଅଙ୍ଗାର ଗଦା ମଧ୍ୟରେ ପୋତି ରଖି ସିଦ୍ଧ କରାଯାଏ। ପରେ ସିଦ୍ଧ ଗୋଲାମାନଙ୍କୁ ଅଙ୍ଗାର ମଧ୍ୟରୁ କାଢ଼ି ଆଣି ତହିଁରୁ ପାଉଁଶଯାକ ଝାଡ଼ି ଘିଅପୂର୍ଣ୍ଣ ପାତ୍ରରେ ବୁଡ଼ାଇ ରଖିବାକୁ ହୁଏ। କିଛିକ୍ଷଣ ପରେ ଏ ଗୋଲା ମଧ୍ୟରେ ଘିଅ ଭେଦିଯାଏ। ଏହାକୁ ମାରବାଡ଼ିମାନେ ବାଟି କହନ୍ତି। ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଶ୍ଳେଷ୍ମଜନକ, ପୁଷ୍ଟିକର, ଶୁକ୍ରବର୍ଦ୍ଧକ ଏବଂ ଅଗ୍ନିଉଦ୍ଦୀପକ; ଏହା ପୀନସ, କାସ ଓ ଶ୍ୱାସରୋଗୀ ପକ୍ଷରେ ହିତକର। |
| 1105 | ଅଙ୍ଗାରକାମ୍ଳ | Category : [ Chemestry ]
|
Other Dictionary |

