Language Section

 

 

 

 

 

 

Dictionary : View_page

ID Main Word Content
1096 ଅଙ୍ଗାଙ୍ଗିତା
  1. Aṅgāṅgitā (ସଂ.ବି.)ଅଙ୍ଗ ସଙ୍ଗେ ଅଙ୍ଗୀର ସମ୍ପର୍କ; ଅବୟବ ସହିତ ଦେହୀର ସମ୍ପର୍କ; ଅଂଶ ସଙ୍ଗେ ପୂର୍ଣ୍ଣ ବସ୍ତୁର ସମ୍ପର୍କ Correlation as between the limbs and the body.
  2. ଶରୀରର ଭିନ୍ନ ଭିନ୍ନ ଅବୟବ ସଙ୍ଗେ ପରସ୍ପର ସମ୍ବନ୍ଧ  Correlation as between the different limbs of the body.
1097 ଅଙ୍ଗାଙ୍ଗିଭାବ
  1. Aṅgāṅgibhāba (ସଂ.ବି.) -  ଅଙ୍ଗ ସଙ୍ଗେ ଅଙ୍ଗୀର ସମ୍ପର୍କ; ଅବୟବ ସହିତ ଦେହୀର ସମ୍ପର୍କ; ଅଂଶ ସଙ୍ଗେ ପୂର୍ଣ୍ଣ ବସ୍ତୁର ସମ୍ପର୍କ Correlation as between the limbs and the body.
  2. ଶରୀରର ଭିନ୍ନ ଭିନ୍ନ ଅବୟବ ସଙ୍ଗେ ପରସ୍ପର ସମ୍ବନ୍ଧ  Correlation as between the different limbs of the body.
  3. ଆତ୍ମୀୟତା; ଘନିଷ୍ଠତା Intimacy; close relationship.
  4. (ନ୍ୟାୟଶାସ୍ତ୍ର) ଗୌଣ ଓ ମୁଖ୍ୟ ଭାବ; ବସ୍ତୁର ପ୍ରଧାନ ଓ ଅପ୍ରଧାନ ଅଙ୍ଗମାନଙ୍କ ମଧ୍ୟରେ ପରସ୍ପର ସମ୍ପର୍କ  (Logic) Correlation; correlation between the principal and subsidiary components of a thing.
1098 ଅଙ୍ଗାବରଣ
  1. Aṅgābaraṇa (ସଂ.ବି.) - ଅଙ୍ଗତ୍ରାଣ; ସାଞ୍ଜୁ Coat of mail; armour.
  2. ପୋଷାକ  Dress.
  3. ଦେହ ଘୋଡ଼ାଇବା ଚାଦର A covering for the body; a sheet.
1099 ଅଙ୍ଗଭରଣ
  1. Aṅgābharaṇa (ସଂ.ବି.)ଶରୀରର ଶୋଭା ବୃଦ୍ଧ୍ୟର୍ଥ ବ୍ୟବହୃତ ଅଳଙ୍କାର  An ornament for enhancing the grace of the body.
1100 ଅଙ୍ଗାମୀ ନାଗା
  1. Aṅgāmī nāgā  (ଦେ.ବି.) ଆସାମର ନାଗା - ପାହାଡ଼ରେ ବାସ କରୁଥିବା ବଣୁଆ ଜାତିବିଶେଷ A sect of the wild Nāgā tribes of the Assam hills.
Page 220 of 605



expoodisha.com

 

Other Dictionary