Language Section

 

 

 

 

 

 

Dictionary : View_page

ID Main Word Content
1111 ଅଙ୍ଗାରପୁଷ୍ପ

Category : [ Plant ]

  1. Aṅgārapushpa (ସଂ.ବି.)  (କଣ୍ଟକଯୁକ୍ତ ତାପସ ତରୁ, ଏହି ଫଳରୁ ତୈଳ ବାହାର କରି ଋଷିମାନେ ଦେହରେ ଲଗାଉଥିଲେ) ପୋଇଚାନ୍ଦିଆ Terminalia catapha (kirtikar)
  2. ଏହି ବୃକ୍ଷର ଫଳ The berries of the above mentioned tree.
  3. ହିଙ୍ଗୁପତ୍ରୀ; ଏକ ପ୍ରକାର ଘାସ - Balanites Ruxburghii.
  4. ଜ୍ୟୋତିଷ୍ମତୀ ବା ଫୁଟିଥିବା ଗଛ A phosphorescent plant.
1112 ଅଙ୍ଗାର ପୋଡ଼ିବା
  1. Aṅgāra poṟḍ̠ibā  (ଦେ.କ୍ରି.) - ଗଛର ଗଣ୍ଡି ଓ ପତ୍ରହୀନ ଶାଖାମାନଙ୍କୁ ଖଣ୍ଡ ଖଣ୍ଡ କରି କାଟି ଗୋଟିଏ ଗାତରେ ତାକୁ ପୂରାଇ ଗାତର ମୁହଁକୁ ଚେକାଆଦିରେ ଘୋଡ଼ାଇ ଦେଇ, ସେହି କାଠରେ ନିଆଁ ଲଗାଇ କମାର ଓବଣିଆଙ୍କ ବ୍ୟବହାର୍ଯ୍ୟ ଅଙ୍ଗାର ପ୍ରସ୍ତୁତ କରିବା To burn wood into charcoal.
1113 ଅଙ୍ଗାରବର୍ଣ୍ଣୀ

Also : [ ଭାର୍ଙ୍ଗୀ ] |  

Category : [ Plant ]

  1. Aṅgārabarṇṇī (ସଂ.ବି.) - ବ୍ରାହ୍ମଣଯଷ୍ଟି ନାମକ ଗୁଳ୍ମ; ବ୍ରାହ୍ମୁଣଝାଟିଆ A medicinal plant; Clerodendron Syphonanthus.
1114 ଅଙ୍ଗାରବଲ୍ଲରୀ

Also : [ ଅଙ୍ଗାରବଲ୍ଲୀ ] 

Category : [ Plant ]

  1. Aṅgāraballarī  (ସଂ.ବି.) ଲତା କରଞ୍ଜ; କଣ୍ଟା କରଞ୍ଜ; ବରିପୋଲ A creeping thorny plant; Caesalpina Bonducella.
  2. ବ୍ରାହ୍ମଣଯଷ୍ଟି ନାମକ ଗୁଳ୍ମ; ବ୍ରାହ୍ମୁଣଝାଟିଆ A medicinal plant; Clerodendron Syphonanthus.
  3. ବବ୍‌ବୁଲାଦି ବର୍ଗର କଣ୍ଟକୀ ଲତାଣିଆ କ୍ଷୁପ ଓ ତହିଁର ବୀଜ (ଲଟା କରଞ୍ଜ, ଗିଲ) Entada Hursaetha; Mimosa Octandra, Mimosa Scandeus.
1115 ଅଙ୍ଗାରମଳିନ
  1. Aṅgāramaḻina  (ସଂ.ବିଣ.) -  ଅଙ୍ଗାର ପରି ଘୋର କୃଷ୍ଣ ବର୍ଣ୍ଣବିଶିଷ୍ଟ, କଜଳକାଳିଆ Coal-black.
  • ଅଙ୍ଗାରମଳିନା (ସ୍ତ୍ରୀ)
Page 223 of 605



expoodisha.com

 

Other Dictionary