| 901 |
ଅଘଟଘଟା |
Also : [ ଅଘଟଘଟିଆ ]
- Aghaṭaghatā (ଗ୍ରା.ବିଣ.) - ମିଛୁଆ; ମିଥ୍ୟାବାଦୀ Lying; speaking falsehood.
- ଅଘଟ ଘଟନା ଘଟିଥିବାର ଯେ କହି ବୁଲେ . (a person) Carrying tales; publishing improbable stories.
- ପର ନାମରେ ମିଥ୍ୟା ରଟନାକାରୀ (a person) Spreading false rumours or scandal against other people.
- ଅଘଟଘଟୀ (ସ୍ତ୍ରୀ)
- ଅଘଟଘଟେଇ (ସ୍ତ୍ରୀ)
|
| 902 |
ଅଘଟଘଟେଇବା |
- Aghaṭaghaṭeibā (ଦେ.କ୍ରି.) - ମିଛ ଓ ଅସମ୍ଭବ କଥାକୁ ସତ ବୋଲି କହିବା To carry tales.
- ପର ନାମରେ ମିଥ୍ୟା ଦୁର୍ନାମ, କୁତ୍ସାରଟନା କରିବା To defame a person; to spread scandals.
|
| 903 |
ଅଘଟଣ |
Also : [ ଅଘଟଣା, (ସଂ) ଅଘଟନ ]
- Aghaṭaṇa (ଦେ.ବିଣ.) - ଅସୁନ୍ଦର; କୁତ୍ସିତ; କଦାକାର Ugly; uncomely.
- ବେଢଙ୍ଗିଆ Unsymmetrical; awkward.
- ଅସଣ୍ଠଣା Unmethodical.
- ଅସମ୍ଭବ Improbable.
- (ଦେ.ବି.) - ବିଡ଼ମ୍ବଣ; ଅଶ୍ରୁତପୂର୍ବ ଘଟନା The happening of an improbable thing.
- ଅସମ୍ଭବ ବିଷୟ Improbable thing.
|
| 904 |
ଅଘଟଣି |
- Aghaṭaṇi (ଗ୍ରା.ବି.) - କୌଣସି ବିଷୟ ସ୍ଥିରୀକୃତ ହୋଇ ନ ଥିବା ଅବସ୍ଥା Non-settlement.
- ନ ମିଳିବା; ଅପ୍ରାପ୍ତି Non-attainment; state of not getting a thing.
- (ଗ୍ରା.ବି.) - ଅସୁନ୍ଦରୀ Ugly (woman).
|
| 905 |
ଅଘଟନ |
Also : [ ଅଘଟଣ, ଅଘଟଣା ]
- Aghaṭana (ସଂ.ବିଣ.) - ଅସୁନ୍ଦର Ugly; not fair.
- ଅସମ୍ଭବ Improbable.
- (ଦେ.ବି.) - ବିଡ଼ମ୍ବଣ; ଅଶ୍ରୁତପୂର୍ବ ଘଟନା The happening of an improbable thing.
- ଅସମ୍ଭବ ବିଷୟ Improbable thing.
|