Language Section

 

 

 

 

 

 

Dictionary : View_page

ID Main Word Content
856 ଅଗ୍ରପୂଜ୍ୟ
  1. Agrapūjya  (ସଂ.ବିଣ.) ଯାହାଙ୍କୁ ପ୍ରଥମେ ପୂଜା କରିବା ଉଚିତ Fit to be adored first. 
  • ଅଗ୍ରପୂଜ୍ୟା (ସ୍ତ୍ରୀ)
857 ଅଗ୍ରବକ୍ତ୍ର
  1. Agrabaktra (ସଂ.ବି.)ସୁଶ୍ରୁତରେ ବର୍ଣ୍ଣିତ ଡାକ୍ତରୀ ଅସ୍ତ୍ର ବିଶେଷ A kind of surgical instrument of the ancient Hindus.
858 ଅଗ୍ରବଣ

Also : [ ଅଗ୍ରବନ ] 

  1. Agrabaṇa (ସଂ.ବି.) - (ନାମ) ଆଗ୍ରାପ୍ରଦେଶ ଓ ନଗର The province and town of Āgrā.
859 ଅଗ୍ରବଣିକ
  1. Agrabaṇika (ସଂ.ବିଣ.)ଆଗ୍ରା ଅଞ୍ଚଳବାସୀ Resident of Āgrā.
  2. (ଦେ.ବି) - (ସାଂଜ୍ଞା)  ଅଗରବାଲା Agrabālā, Agrawala
860 ଅଗ୍ରବର୍ତ୍ତୀ
  1. Agrabarttī (ସଂ.ବିଣ.)ଆଗରେ ଅବସ୍ଥିତ; ସମ୍ମୁଖରେ ଅବସ୍ଥିତ Situate in front.
  2. ପ୍ରଥମେ ଅବସ୍ଥିତ Situated first of all.
  3. ଅଗ୍ରସର Advancing. 
  4. ଯେ ସମସ୍ତଙ୍କ ଆଗରେ ଯାଏ Leading; taking the lead.
  5. ପୂର୍ବବର୍ତ୍ତୀ; ଯେ ପୂର୍ବକୁ ଯାଇଥାଏ Preceding. ୟସର୍ବୋତ୍ତମ Best.
  • ଅଗ୍ରବର୍ତ୍ତିନୀ (ସ୍ତ୍ରୀ)
Page 172 of 605



expoodisha.com

 

Other Dictionary