Odia Dictionary
Back
ଅଗ୍ନିଧ୍ର
Also : [ ଅଗ୍ନୀଧ୍ର ]
- Agnidhra (ସଂ.ବି.) - ସ୍ନାୟମ୍ଭୂବ ମନୁଙ୍କ ନାତି ଓ ଜମ୍ବୁଦ୍ୱୀପ ଅଧିପତି ପ୍ରିୟବ୍ରତ ରାଜାଙ୍କ ଜ୍ୟେଷ୍ଠପୁତ୍ର Name of the eldest son of king Priyabrata.
- ଅଗ୍ନୀଧ୍ର (ସଂ.ବି.) - (ଏହାର ଅନ୍ୟରୂପ ଅଗ୍ନିଧ୍ର) ଯଜ୍ଞାଗ୍ନି ରକ୍ଷା କରିବା ବା ଜାଗ୍ରତ ରଖିବା ପାଇଁ ନିଯୁକ୍ତ ବ୍ରାହ୍ମଣ A Brāhmaṇa specially engaged to keep the sacrificial fire burning.