| 696 |
ଅଗୋପନ |
- Agopana (ସଂ.ବି.) - ଅଗୂଢ଼ତା State of being open or patent.
- ଗୋପନ ନ କରିବା Non-concealment.
- ଦେଖାଇବା Showing; exhibition.
- (ସଂ.ବିଣ.) - ଅଛପା Unconceales.
- ପ୍ରକାଶ୍ୟ; ପ୍ରକଟିତ Open; patent.
|
| 697 |
ଅଗୌକା |
- Aga̲u̲kā (ସଂ.ବିଣ.) - ପର୍ବତବାସୀ Living in the mountains.
- ବୃକ୍ଷବାସୀ Living in trees.
- (ସଂ.ବି.) - ସିଂହ The lion.
- ପକ୍ଷୀ Bird.
|
| 698 |
ଅଗୌଣ |
- Aga̲u̲ṇa (ସଂ.ବିଣ.) - ମୁଖ୍ୟ; ପ୍ରଧାନ Chief; primary.
- ବିଳମ୍ବରହିତ Prompt.
- (ସଂ.ଅ.) - ଅବିଳମ୍ବେ; ଶୀଘ୍ର; ହରିତ Without delay; promptly; quickly
|
| 699 |
ଅଗୌର |
- Aga̲u̲ra (ସଂ.ବିଣ.) - ଯେ ଗୋରା ନୁହେ Not of a fair complexion.
- ଶ୍ୟାମଳବର୍ଣ୍ଣବିଶିଷ୍ଟ Dark complexioned.
|
| 700 |
ଅଗ୍ନାୟୀ |
- Agnāyī (ସଂ.ବି.) - ଅଗ୍ନିଦେବଙ୍କ ସ୍ତ୍ରୀ Wife of the Fire-God.
- ଅଗ୍ନିଦେବଙ୍କର ଦୁଇ ସ୍ତ୍ରୀଙ୍କ ନାମ ସ୍ୱାହା ଓ ସ୍ୱଧା ଦେବୀ। .ପିତୃମାନଙ୍କୁ ଉଦ୍ଦେଶ କରି ପିଣ୍ଡ ଓ ଜଳତିଳାଦି ଦେଲାବେଳେ 'ସ୍ୱଧା' ଏବଂ ଦେବତାଙ୍କୁ ଆହୁତି ଦେଲାବେଳେ 'ସ୍ୱାହା' ଉଚ୍ଚାରିତ ହୁଏ।
|