Language Section

 

 

 

 

 

 

Dictionary : View_page

ID Main Word Content
701 ଅଗ୍ନି

Also : [ ନିଆଁ, ଅଗି, ବହ୍ନି, ଅନଳ, ପାବକ, ହୁତାଶନ, ବୈଶ୍ବାନର, ଜଠରାଗ୍ନି, ସପ୍ତଜିହ୍ବା, ବାହିନୀ, ଚିତ୍ରଭାନୁ, ଜ୍ବଳନ, ଧୂମକେତୁ, ଶିଖା, ଭୂରିତେଜ, ରୁଦ୍ରଗର୍ଭା

  1. Agni (ସଂ.ବି.) - ଅଗ୍ନି Fire.
  2. ହିନ୍ଦୁଶାସ୍ତ୍ରୋକ୍ତ ଅଗ୍ନି ଦେବତା The Hindu God of fire.
  3. ଅଗ୍ନିକୋଣ; ଦକ୍ଷିଣପୂର୍ବ କୋଣ The South-East.
  4. ଜଠରାଗ୍ନି; ପାକଶକ୍ତି; ଯେଉଁ ଅନ୍ତର୍ଦୈହିକ ଶକ୍ତି ବଳରେ ଭୁକ୍ତଦ୍ରବ୍ୟ ପାକ ହୁଏ  Power of disgestion.
  5. ସ୍ୱର୍ଣ୍ଣ; ସୁନା Gold.


     
702 ଅଗ୍ନିକ
  1. Agnika (ସଂ.ବି.) (ଯେ ଅଗ୍ନି ପରି ପ୍ରକାଶ ପାଏ) ଇନ୍ଦ୍ରଗୋପ; ପାଟପୋକ; ସାଧବଘର ବୋହୁ ପୋକ Coccinella (insect). 
  2. (ବୈଦ୍ୟକ) ଭଲ୍ଲାତକ; ଭାଲିଆ The marking nut.
703 ଅଗ୍ନିକଣ

Also : [ ଅଗ୍ନିକୋଣ, ଅଗ୍ନିସ୍ତୋକ] 

  1. Agnikaṇa (ସଂ.ବି.) ଅଗ୍ନିର ସ୍ଫୁଲିଙ୍ଗ; ନିଆଁରୁ ଉଠିବା ଝୁଲ Sparks of fire.
  2. (ଗ୍ରା.ବି. ସଂ.) - ଅଗ୍ନି ଓ କୋଣ) ଅଗ୍ନିକୋଣ; ଦକ୍ଷିଣ ପୂର୍ବ କୋଣ The South-Eastern Corner.
704 ଅଗ୍ନିକରଣ
  1. Agnikaraṇa (ସଂ.ବି.) - ବୈଦିକ ହୋମାନୁଷ୍ଠାନ ବା ଯଜ୍ଞରେ ଅଗ୍ନିସ୍ଥାପନ କର୍ମ The Vedic rite of kindling the sacrificial fire.
  2. ନିଆଁ ଲଗାଇବା Setting of fire; kindling of a fire.
705 ଅଗ୍ନିକର୍ମ

Also : [ ଅଗ୍ନିକାର୍ଯ୍ୟ ]

  1. Agnikarma (ସଂ.ବି.) - ଅଗ୍ନି ହୋତ୍ରାଦିଯଜ୍ଞ; ହୋମ Vedic fire-sacrifice.
  2. ମୃତବ୍ୟକ୍ତିର ଶବ ଦାହ କର୍ମ Cremation
Page 141 of 605



expoodisha.com

 

Other Dictionary