Language Section

 

 

 

 

 

 

Dictionary : View_page

ID Main Word Content
601 ଅଗଣିତା
  1. Agaṇitā (ସଂ.ବିଣ.) - ଅଗଣିତର ସ୍ତ୍ରୀଲିଙ୍ଗ  Feminine of Agaṇita
  2.  (ଦେ.ବିଣ.) - ଅଗଣ୍ୟ; ଅସଂଖ୍ୟ Countless.
  3. ଯାହା ସୁମାରି ହୋଇ ନାହିଁ Uncounted
  • ଅଗଣିତା (ସ୍ତ୍ରୀ)
602 ଅଗଣ୍ଡ
  1. Agaṇḍa  (ଦେ.ବିଣ.) - ପରିମାଣରେ ଅମାପ Immeasurable. 
  2. ଅମାପ; ଅତି ଗଭୀର (ଜଳ); ଅତଳସ୍ପର୍ଶ Very deep; unfathomable
  3. (ସଂ.) - ପୂର୍ଣ୍ଣ (ଭୋଜନ) A bellyful of (meal).
603 ଅଗଣ୍ଡା
  1. Agaṇḍā (ଦେ.ବି.) - ବେଙ୍ଗଳା ପକାଇ ଧାନ ଅମଳ କରିବା ପରେ ଯେଉଁ ଗୋଟାଏ ଗୋଟାଏ ଧାନ କୁଟା ଦେହରେ ଲାଗି ରହିଯାଏ Grains of paddy not severed from the straw after treading
604 ଅଗଣ୍ୟ
  1. Aganya (ସଂ.ବିଣ) - ଅସଂଖ୍ୟ; ଗଣନାତୀତ; ସଂଖ୍ୟାତୀତ Countless. 
  2. ନଗଣ୍ୟ; ତୁଚ୍ଛ Negligible; of no importance; insignificant.
  3. ସାମାନ୍ୟ; ଇତର Slight.
  4. ହେୟ Contemptible.
  5. ଅଗ୍ରାହ୍ୟ Inconsiderable.
  • ଅଗଣ୍ୟା (ସ୍ତ୍ରୀ)
605 ଅଗତ୍‌
  1. Agat  (ଦେ.ଅ.) - ହାତୀକୁ ଆଗକୁ ଚଳାଇବା ପାଇଁ ମାହୁନ୍ତର ଡାକ (ଆଗକୁ ଚାଲ୍) Interjection used by elephant-drivers directing the elephant to advance
Page 121 of 605



expoodisha.com

 

Other Dictionary