Language Section

 

 

 

 

 

 

Dictionary : View_page

ID Main Word Content
591 ଅଗଡ଼ା

Category : [ Plant ]

  1. Agaṟḍ̠ā.(ବି.) - ଶ୍ୱେତ ଝିଣ୍ଟିଗୁଳ୍ମ; ଧଳାଫୁଲଯୁକ୍ତ ଦାସକେରେଣ୍ଟା The white-flowered variety of Barlaria Cristata plant. 

[ ଦ୍ର ] ଏହା କଫ, ବାତରକ୍ତ, କଣ୍ଡୁ ଓ ବିଷ  ନାଶକ।

592 ଅଗଣ
  1. Agaṇa (ସଂ.ବି.) - ନିକୃଷ୍ଟ ଗଣ; ଛନ୍ଦଶାସ୍ତ୍ରରେ ତିନି ତିନି ଅକ୍ଷରବିଶିଷ୍ଟ ଆଠଗୋଟି ଗଣ ମଧ୍ୟରୁ ଚାରି ଗୋଟି ନିକୃଷ୍ଟ ଗଣ (ଯଥା - ଜ ଗଣ; ର ଗଣ; ସ ଗଣ; ତ ଗଣ; ଏହି ଗଣର ଅକ୍ଷରମାନ କବିତାର ଆଦ୍ୟରେ ରଖିବା ଅନୁଚିତ ଅଟେ) Name of 4 classes of alphabets which should not be placed at the beginning of a poem.
  2. ନିକୃଷ୍ଟ ଶ୍ରେଣୀ Inferior class.
  3. (ଦେ.ବିଣ.) - ଅଗଣ୍ୟ; ଅସଂଖ୍ୟ; ଅସୁମାର୍ Countless; innumerable.
593 ଅଗଣତି
  1. Agaṇati (ଦେ.ବିଣ.) - ଅଗଣ୍ୟ; ଅସଂଖ୍ୟ Countless.
  2. ଯାହା ସୁମାରି ହୋଇ ନାହିଁ Uncounted.
594 ଅଗଣିତ
  1. Agaṇita (ଦେ.ବିଣ.) - ଅଗଣ୍ୟ; ଅସଂଖ୍ୟ Countless.
  2. ଯାହା ସୁମାରି ହୋଇ ନାହିଁ Uncounted.
595 ଅଗଣନ
  1. Agaṇanā (ସଂ.ବିଣ.) - ଅଗଣ୍ୟ; ଅସୁମାର; ଅସଂଖ୍ୟ Countless.
  • ଅଗଣନା (ସ୍ତ୍ରୀ)
Page 119 of 605



expoodisha.com

 

Other Dictionary