| 581 |
ଅଗଙ୍ଗ |
- Agaṅga (ସଂ.ବିଣ.) - ଗଙ୍ଗାନଦୀହୀନ (ଦେଶ) (a country) Not having the river Ganges flowing through it.
- ଗଙ୍ଗାନଦୀଠାରୁ ଚାରି କ୍ରୋଶରୁ ଅଧିକ ଦୂରରେ ଅବସ୍ଥିତ (ଦେଶ) (a country) More than eight miles distant from the river Ganges.
- ନଦୀହୀନ (ଦେଶ) Riverless (country).
|
| 582 |
ଅଗଛ |
Also : [ ଅଗଛା, ଅଗଛିଆ ]
Category : [ Plant ]
- Agachha (ଦେ.ବି.) - ହୀନବୃକ୍ଷ; ମୂଲ୍ୟହୀନ ବୃକ୍ଷ Valueless tree.
- ଅକାମିକା ଗଛ Useless tree.
- ଶସ୍ୟକ୍ଷେତ୍ରରେ ଉଠିଥିବା ଅକର୍ମଣ୍ୟ ଉଦ୍ଭିଦ Useless plants growing in corn-fields.
|
| 583 |
ଅଗଛା |
Also : [ ଅଗଛ, ଅଗଛିଆ ]
- Agachhā (ଦେ.ବିଣ.) - (ଯାହା ଗଛେ ନାହିଁ ବା ମାନେ ନାହିଁ) ଅସୁନ୍ଦର Graceless.
- ଲାବଣ୍ୟହୀନ Unsymmetrical.
- ଅସମ୍ଭବ Improbable.
- ଅନୁପଯୋଗୀ Unsuitable.
- ଅସଂଯତ; ଅସଂବନ୍ଧ Ill arranged; irregular.
- ଯେଉଁ ବ୍ୟକ୍ତି କଥାକୁ ସଜାସଜି କରି କହି ପାରେ ନାହିଁ (a person) Who can not speak in an arranged manner.
|
| 584 |
ଅଗଛୀ |
- Agachhī (ଦେ.ବିଣ.) - ଯେଉଁ ସ୍ତ୍ରୀଠାରେ ଅନ୍ୟ ବ୍ୟକ୍ତିର କୃତ କର୍ମକୁ ମିଥ୍ୟାରେ ଆରୋପ କରାଯାଏ (a woman) To whom another person's doings are attributed.
|
| 585 |
ଅଗଛୀ କି ଗଛେଇମା |
- Agachhī ki gachheimā (ଗ୍ରା.କ୍ରି.) - (ପ୍ରବଚନ) ଜଣକର କୃତ କର୍ମକୁ ମିଥ୍ୟାରେ ଅନ୍ୟଠାରେ ଆରୋପ କରିବା To attribute another's doings to a person.
- ଅସମ୍ଭବ ବା ଅସୁନ୍ଦର କଥାକୁ ସଜାସଜି କରି ସମ୍ଭବ ବା ସୁନ୍ଦର କରି କହିବା (said of a woman) To speak with such dexterity as to make an impossible or ungraceful thing appear possible or graceful.
|