| 4236 |
ଅପସାରିତ |
- Apasārita (ସଂ.ବିଣ.) - ଘୁଞ୍ଚାଇ ଦିଆଯାଇଥିବା Removed.
- ଦୂରୀକୃତ Driven away.
- ସ୍ଥାନାନ୍ତରକୁ ନୀତ Withdrawn.
|
| 4237 |
ଅପସୃତ |
- Apasṛuta (ସଂ.ବିଣ.) - ଗତ Gone away; departed.
- ଚଳିତ; ଅପଗତ; ପଳାୟିତ Run away; slipped away.
|
| 4238 |
ଅପସ୍କର |
- Apaskara (ସଂ.ବି.) - ଗୃହ୍ୟଦ୍ୱାର (ମଳଦ୍ବାର) The anus.
- ବିଷ୍ଠା, ମଳ Excrement.
- ରଥାବୟବ The component parts of a car.
- ଅକ୍ଷଯୁଗ; ଅଖ Axle of a car.
|
| 4239 |
ଅପସ୍ତୁ |
- Apastu (ଗ୍ରା.ବି.) - ଭଗ; ଲିଙ୍ଗ One's private parts.
|
| 4240 |
ଅପସ୍ନାତ |
- Apasnāta (ସଂ.ବିଣ.) - ମୃତ୍ୟୁ ପରେ ସ୍ନାତ; ସ୍ନାତ ହୋଇଥିବା (ମୃତ ଦେହ) (dead body) Washed.
- ଅଶୌଚ ପରେ ସ୍ନାତ Bathed for the purpose of purification after funerals.
|