| 4226 |
ଅପସର |
- Apasara (ଦେ.ବି.) - ବଡ଼ ମାଣ୍ଡି; ବଡ଼ ତକିଆ A large cushioned pillow.
|
| 4227 |
ଅପସରଣ |
Also : [ ଅପସର୍ପଣ, ଅପସାର ]
- Apasaraṇa (ସଂ.ବି.) - ସ୍ଥାନାନ୍ତରକୁ ଗମନ; ପଳାୟନ Going away to a distance.
- ଘୁଞ୍ଚିଯିବା Moving off.
- ଦୂରକୁଯିବା Withdrawal; removal.
- ପଛକୁ ହଟି ଯିବା Moving back.
|
| 4228 |
ଅପସରସା |
- Apasarasā (ଦେ.ପଦ୍ୟ.) - ଅପ୍ସରାଗଣ Heavenly nymphs.
[ ଉ. ] ବଳା ଡେଙ୍ଗୁରା ଦେଇ କି ଅପସରସା, ବଳାତ୍କାରେ ଶୋଭାଗୁଣେ ଛଡ଼ାଇ ରସା। - ବୈଦେହୀଶବିଳାସ, ଉପେନ୍ଦ୍ର ଭଞ୍ଜ
|
| 4229 |
ଅପସରା |
- Apasarā (ଦେ.ପଦ୍ୟ.) - ସ୍ୱର୍ଗବେଶ୍ୟା; ଅପ୍ସରା The heavenly nymphs.
- ଅପ୍ସରାର ଡାକ ନାମ The name for calling Apsarā
|
| 4230 |
ଅପସରାଇବା |
- Apasarāibā (ଦେ.କ୍ରି.) - ଅପସରିବାର ଣିଜନ୍ତ ରୂପ The causative form of Apasaribā.
|