Language Section

 

 

 

 

 

 

Dictionary : View_page

ID Main Word Content
4216 ଅପଶଦ
  1. Apaṡada (ସଂ.ବିଣ.) - ଯେ ସମସ୍ତଙ୍କ ତଳେ ବା ନୀଚରେ ବସେ Sitting below others.
  2. ଅଧମ ବ୍ୟକ୍ତି A mean person.
  3. ସମାଜରୁ ବହିର୍ଭୂତ ବ୍ୟକ୍ତି Outcaste.
  4. ଅଛବ ବା ନୀଚଜାତୀୟ ବ୍ୟକ୍ତି Untouchable caste.
  5. ଜାରଜ ସନ୍ତାନ Illegitimate child.
  • ଅପଶଦା - (ସ୍ତ୍ରୀ)
4217 ଅପଶବ୍ଦ
  1. Apaṡabda  (ସଂ.ବି.) - ବ୍ୟାକରଣବିରୁଦ୍ଧ ଶବ୍ଦ Ungrammatical word.
  2. ଅପଭ୍ରଷ୍ଟ ଶବ୍ଦ Vulgar word; slang.
  3. କୁଶବ୍ଦ; ଅଶ୍ଳୀଳ ଶବ୍ଦ Indencent or obscene word.
  4. ଇତର ଶବ୍ଦ Low discourse.
4218 ଅପଶବ୍ଦାଭାସ
  1. Apaṡabdābhāsa  (ସଂ.ବି.) - କାବ୍ୟ ଦୋଷବିଶେଷ (ଯହିଁରେ ଭଲ ଅର୍ଥରେ ପ୍ରଯୁକ୍ତ ଶବ୍ଦ ଅପଶବ୍ଦ ପରି ଶୁଣାଯାଏ) A defect in composition.
4219 ଅପଶା
  1. Apaṡā (ଗ୍ରା.ବିଣ.) - ଯେଉଁ ନଦୀର ପାଣିରେ ପଶି କରି ଯାଇ ହୁଏ ନାହିଁ; ଯହିଁରେ ଏକ ପୁରୁଷରୁ ବେଶି ପାଣି ଥାଏ; ଅଥଳ Unfordable (river); more than a man's depth.
4220 ଅପଶିଖ

Apaṡikha  (ସଂ.ବିଣ.) - ଲଣ୍ଡାମୁଣ୍ଡିଆ (ନଣ୍ଡାମୁଣ୍ଡିଆ) With cropped hair.

Page 844 of 845



expoodisha.com

 

Other Dictionary