| ID | Main Word | Content |
|---|---|---|
| 4206 | ଅପର୍ତ୍ତିଆଣୀ | Also : [ ଅପତିଆଣି, ଅପତିଆଣୀ, ଅପର୍ତ୍ତିଆଣି, ଅପତ୍ୟଣୀ, ଅପରତିଆଣି ]
[ ଦ୍ର ] ଅପର୍ତ୍ତିଆଣୀ ପିଲାକୁ ଯମ ଘୃଣା କରି ଛାଡ଼ି ଯିବ ଏହି ଉଦ୍ଦେଶ୍ୟରେ ପିତା ମାତା ସେମାନଙ୍କର ଗୋଟିଏ ଗୋଟିଏ ଘୃଣ୍ୟ ନାମ (ଯଥା—ଅପର୍ତ୍ତିଆ, ହାଡ଼ିଆ, କେଳା, କଣ୍ଡୁରିଆ, ଭାଲୁଆ ପଠାଣିଆ, ଦିକଡ଼ିଆ, ଛକଡ଼ିଆ, ଫକୀରା, ଗୁହିଆ, କିଣା, ବିକା ଓ ବାଳିକାଙ୍କୁ କିଣୀ, ବିକୀ, ପାଲୁଣୀ, ହାଡ଼ିଆଣୀ) ଦିଅନ୍ତି। କେହି କେହି ଶିଶୁର ଜନ୍ମମାତ୍ରେ ତାହାକୁ କୌଣସି ଦେବତାଙ୍କୁ ଦାନ କରି ଦିଅନ୍ତି। ପରେ ପିଲା ନ ମରି ବଞ୍ଚି ଗଲେ ପିଲାର ବ୍ରତ ବା କାନ ଫୋଡ଼ା ବେଳେ କିଛି ଧନ ଦେଇ ପୁଣି ପିଲାକୁ ଦେବତାଙ୍କଠାରୁ କିଣି ଆଣନ୍ତି। ଅପର୍ତ୍ତିଆଣୀ ପିଲାଙ୍କର ଜନ୍ମ ପରେ ନାକ ଫୋଡ଼ି ଦେବାର ପ୍ରଥା ଅଛି। |
| 4207 | ଅପର୍ବ |
|
| 4208 | ଅପର୍ଯ୍ୟାପ୍ତ |
|
| 4209 | ଅପଳ |
|
| 4210 | ଅପଳପିତ |
|
Other Dictionary |

