Language Section

 

 

 

 

 

 

Dictionary : View_page

ID Main Word Content
4201 ଅପରେଦ୍ୟୁଃ
  1.  Aparedyuḥ (ସଂ.କ୍ରି.ବିଣ.) - ଅପରଦିନ Another day.
  2. ପଅରିଦିନ The day after tomorrow.
  3. ଅପରିଦିନ Two days after tomorrow.
4202 ଅପରେସନ୍‌
  1. Aparesan (operation) (ବୈ.ବି.) - ଡାକ୍ତରି ଅସ୍ତ୍ରପ୍ରୟୋଗ; ଅସ୍ତ୍ରୋପଚାର Surgical operation.
  2. ଶରୀରର କୌଣସି ରୋଗଗ୍ରସ୍ତ ଅଙ୍ଗକୁ ଚିକିତ୍ସା କରିବା ପାଇଁ କରାଯାଉଥିବା ଶଲ୍ୟଚିକିତ୍ସା Surgery performed to treat a diseased part of the body
4203 ଅପରୋକ୍ଷ
  1. Aparoksha (ସଂ.ବିଣ.) - ପ୍ରତ୍ୟକ୍ଷ; ସାକ୍ଷାତ୍ Not out of sight; not beyond the reach of the senses.
4204 ଅପର୍ଣ୍ଣ
  1. Aparṇṇa (ସଂ.ବିଣ.) - ଅପତ୍ର; ପତ୍ରହୀନ; ପତ୍ରଶୂନ୍ୟ Leafless; bare of foliage.
4205 ଅପର୍ଣ୍ଣା
  1. Aparṇṇā (ସଂ.ବିଣ.) -ପାର୍ବତୀ; ଦୁର୍ଗା The Goddess Pārbatī.
Page 841 of 845



expoodisha.com

 

Other Dictionary