| 4181 |
ଅପରିଦିନ |
Also : [ ଅପରଦିନ ]
- Aparidina (ଗ୍ରା.ବି.) -ପରଦିନର ପରଦିନ ଅର୍ଥାତ ଆଜିଠାରୁ ଆଗାମୀ ତୃତୀୟ ଦିନ The day after tomorrow, i.e. the third day from today.
|
| 4182 |
ଅପରିପକ୍ବ |
- Aparipakwa (ସଂ.ବିଣ.) - ଅପକ୍ୱ Not quite ripe.
- ଅପରିଣତ Immature.
- କୌଶଳହୀନ Unskilful
|
| 4183 |
ଅପରିପକ୍ବତା |
- Aparihakwatā (ସଂ.ବି.) - ପାଚି ନ ଥିବା ଅବସ୍ଥା Unripeness.
- ଅପରିଣତି; ଅପକ୍ୱଭାବ State of immaturity.
|
| 4184 |
ଅପରିବର୍ତ୍ତନୀୟ |
- Aparibarttanīya (ସଂ.ବିଣ.) - ସ୍ଥିର; ଯାହା ବଦଳେ ନାହିଁ Unchangeable; unalterable.
- ଯାହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ Which cannot be changed.
- ସମାର୍ଥବୋଧକ ଶବ୍ଦ : (ଅବିନାଶୀ, ଅଟଳ, ସ୍ଥାୟୀ)
|
| 4185 |
ଅପରିମାଣ |
- Aparimāṇa (ସଂ.ବିଣ.) - ଅସୀମ; ଅପରିମିତ; ଅତ୍ୟନ୍ତ Without measure; immense.
- ସମାର୍ଥବୋଧକ ଶବ୍ଦ : (ଅସୀମ, ଅମାପ, ଅପାର, ବହୁତ)
|