| 4171 |
ଅପରିଣତ |
- Apariṇata (ସଂ.ବିଣ.) - ଅପକ୍ୱ Unripe.
- ଅସମ୍ପୂର୍ଣ୍ଣ Incomplete.
|
| 4172 |
ଅପରିଣତବୟସ୍କ |
- Apariṇatabayaska (ସଂ.ବିଣ.) - ଯାହାର ବେଶି ବୟସ ହୋଇ ନାହିଁ Not mature in years.
- ତରୁଣବୟସ୍କ Young.
|
| 4173 |
ଅପରିଣାମଦର୍ଶୀ |
- Apariṇāmadarṡī (ସଂ.ବିଣ.) - ଶେଷରେ କଅଣ ହେବ ତାହା ଯେ ଭାବେ ନାହିଁ କି ଦେଖେ ନାହିଁ; ଅବିବେଚକ Inconsiderate; improvident; thoughtless.
- ଅପରିଣାମଦର୍ଶିତା - (ସ୍ତ୍ରୀ)
|
| 4174 |
ଅପରିଣାମଦର୍ଶିତା |
- Apariṇāmadarṡitā (ସଂ.ବି.) - ବିବେଚନାହୀନତା Short sightedness; improvidence; thoughtless as to the future.
|
| 4175 |
ଅପରିଣୀତ |
- Apariṇīta (ସଂ.ବି.) - ଅବିବାହିତ (ପୁରୁଷ) Unmarried (male).
|