Language Section

 

 

 

 

 

 

Dictionary : View_page

ID Main Word Content
4166 ଅପରିଚିତ
  1. Aparichita (ସଂ.ବିଣ.) - ଅଜଣା; ଅଜ୍ଞାତ Not known; strange.
  2. ପରିଚୟହୀନ Not familiar.
  3. ଯାହା ସଙ୍ଗେ ପୂର୍ବରୁ ଜଣାଶୁଣା ନାହିଁ Unacquainted.
  • ଅପରିଚିତା - (ସ୍ତ୍ରୀ)
4167 ଅପରିଚ୍ଛଦ
  1. Aparichchhada (ସଂ.ବିଣ.) ପରିଚ୍ଛଦହୀନ Unclothed.
  2. ଦରିଦ୍ର Poor.
  • ଅପରିଚ୍ଛଦା - (ସ୍ତ୍ରୀ)
4168 ଅପରିଚ୍ଛନ୍ନ
  1. Aparichchhanna (ସଂ.ବି.) ପରିଚ୍ଛଦରହିତ; ବସ୍ତ୍ରହୀନ  Unclothed.
  2. ଘୋଡ଼ିଆ ହୋଇ ନଥିବା; ଅନାବୃତ Uncovered.
  3. ମଳିନ Dirty; slovenly; not neat and clean.
  4. ଅପରିଷ୍କୃତ Unclean.
4169 ଅପରିଚ୍ଛିନ୍ନ

Also : [ ଅପରିଛିନ୍ନ ]

  1. Aparichchhinna (ସଂ.ବିଣ.) ଯାହା ବିଭାଗ କରାଯାଇ ନ ପାରେ Indivisible.
  2. ସ୍ଥିରକରାଯାଇ ନ ଥିବା Unsettled; undefined.
  3. ଅସୀମ Unlimited.
4170 ଅପରିଜ୍ଞାତ
  1. Aparijn̄āta (ସଂ.ବିଣ.) ଅଜ୍ଞାତ Unknown.
  2. ଅଳ୍ପ ଜଣା ଥିବା Not well known.
Page 834 of 845



expoodisha.com

 

Other Dictionary