Language Section

 

 

 

 

 

 

Dictionary : View_page

ID Main Word Content
4096 ଅପବାଦ
  1. Apabāda (ସଂ.ବି.) - ନିନ୍ଦା; ଅପଯଶ Scandal; reproach; defamation.
  2. କଳଙ୍କ; ଦୁର୍ନାମ  Bad name; libel.
  3. (ଦର୍ଶନ) ଅବସ୍ତୁରେ ବସ୍ତୁଜ୍ଞାନ; ଅର୍ଥାତ୍ ପ୍ରକୃତି, ବୁଦ୍ଧି ଓ ପଞ୍ଚ ତନ୍ମାତ୍ରକୁ ପ୍ରକୃତ ଆତ୍ମତତ୍ତ୍ୱ ବୋଲି ଜାଣିବା (Philosophy) Mistaking the unreal for real.
4097 ଅପବାଦକ
  1. Apabādaka (ସଂ.ବିଣ.) - ଯେ ଅପବାଦ ଦିଏ  Accuser; defamer; libeller.
  2. ଯିଏ ଅନ୍ୟର ନିନ୍ଦା କରେ, ବଦନାମ କରେ, ଅପବାଦ ରଟେ କିମ୍ବା ମିଥ୍ଯା ଆରୋପ ଲଗାଏ One who slanders, defames, slanders, or falsely accuses another.
  • ଅପବାଦିକା - (ସ୍ତ୍ରୀ)
4098 ଅପବାଦ ଦଫା
  1. Apabāda daphā (ଦେ.ବି.) - ଦଣ୍ଡବିଧି ଆଇନର ଯେଉଁ ଦଫାମାନଙ୍କରେ ଅନ୍ୟ ନାମରେ ପ୍ରଘଟ କରିବା ଅପବାଦର ପ୍ରକାର ଓ ଦଣ୍ଡ ବର୍ଣ୍ଣିତ ହୋଇଅଛି The section of the Indian Penal Code defining the nature of and punishment for the offence of defamation.
4099 ଅପବାଦ ଦେବା
  1. Apabāda debā (ଦେ.କ୍ରି.) - ନିନ୍ଦା ରଟନା କରିବା To give a bad name; to defame; to vilify.
4100 ଅପବାରଣ
  1. Apabāraṇa (ସଂ.ବି.) - ଅନ୍ତର୍ଦ୍ଧାନ; ବ୍ୟବଧାନ Partition. ଅପବାର୍ଯ୍ୟ, ଅପବାରିତବିଣ.
  2. ବର୍ଜନ; ତ୍ୟାଗ Giving up; desertion.
  • ଅପବାର୍ଯ୍ୟ - (ବିଣ.)
  • ଅପବାରିତ - (ବିଣ.)
Page 820 of 845



expoodisha.com

 

Other Dictionary