| 4101 |
ଅପବାରିତ |
- Apabārita (ସଂ.ବିଣ.) - ଆଚ୍ଛାଦିତ Covered.
- ବ୍ୟବହିତ; ଅନ୍ତର୍ହିତ Partitioned.
- ଗୋପିତ Concealed.
|
| 4102 |
ଅପବାର୍ଯ୍ୟ |
- Apabārj̄ya (ସଂ.ବିଣ.) - (ନାଟକରେ) ଜନାନ୍ତିକେ (ଯେଉଁ ବାକ୍ୟକୁ ମଞ୍ଚରେ ଉପସ୍ଥିତ ଅଭିନେତାମାନେ ଶୁଣି ପାରନ୍ତି ନାହିଁ) (Drama) Apart; aside (a speech or remark made to the audience and meant no to be heard by the dramatec person on the stage.)
|
| 4103 |
ଅପବାହିତ |
- Apabāhita (ସଂ.ବିଣ.) - ତାଡ଼ିତ; ବିଦୂରିତ Driven away; expelled
- ଦୂରକୁ ନୀତ Carried away.
|
| 4104 |
ଅପବିତ୍ର |
- Apabitra (ସଂ.ବିଣ.) - ଅବିଶୁଦ୍ଧ Unclean.
- ଅଶୁଦ୍ଧ Unholy.
- ମାରା Polluted.
- ଅପବିତ୍ରତା
- Apabitratā (ସଂ.ବିଣ.) - ଅବିଶୁଦ୍ଧତା; ଅଶୁଦ୍ଧତା Unholiness.
- ଅପରିଚ୍ଛନତା Uncleanliness.
|
| 4105 |
ଅପବିଦ୍ୟା |
- Apabidyā (ସଂ.ବି.) - ନିକୃଷ୍ଟ ବିଦ୍ୟା Inferior learning.
- ମନ୍ଦ ବିଦ୍ୟା Bad learning.
- ବୌଦ୍ଧ ଧର୍ମ ତତ୍ତ୍ୱାଦିବିଷୟକ ବିଦ୍ୟା Buddhistic learning.
- ଅଜ୍ଞତା; ମୂର୍ଖତା Ignorance.
- ଅଜ୍ଞାନ Unwisdom; want of knowledge.
|