Language Section

 

 

 

 

 

 

Dictionary : View_page

ID Main Word Content
3931 ଅନ୍ବବାୟ
  1. Anwabāya (ସଂ.ବି.) - ବଂଶ Family.
  2. ଗୋତ୍ର  Pedigree; lineage.
3932 ଅନ୍ବୟ
  1. Anwaya (ସଂ.ବି.) - ବଂଶ; କୁଳ Lineage; race.
  2. ସନ୍ତାନ Progeny.
  3. ପରିବାର Family.
  4. ବାକ୍ୟରେ ଭିନ୍ନ ଭିନ୍ନ ପଦମାନଙ୍କର ପରସ୍ପର ସଙ୍ଗେ ବୈୟାକରଣିକ ସମ୍ବନ୍ଧ Grammatical connection of one part of speech with another in a sentence.
  5. (ଦର୍ଶନ) କାର୍ଯ୍ୟ କାରଣ ସମ୍ବନ୍ଧ (Philosophy) Causality.
  6. ବିଦ୍ୟମାନତା Presence.
  7. ଅର୍ଥ Meaning.
  • ଅନ୍ୱିତ - (ବିଣ)
3933 ଅନ୍ବୟ କରିବା
  1. Anwaya karibā (ଦେ.କ୍ରି.) - ବାକ୍ୟ ବା ପଦର ସମ୍ବନ୍ଧନିର୍ଣ୍ଣୟ କରିବା To ascertain the connection of one part of a sentence with another; to define the conection of one word with another in a sentence.
  2. ପଦ୍ୟକୁ ଗଦ୍ୟରେ ପରିଣତ କରିବା To render poetry to prose; to give the prose-order of a poetry-passage.
3934 ଅନ୍ବୟବ୍ୟତୀରେକ
  1. Anwayabyatireka (ସଂ.ବି.) - (ଦାର୍ଶନିକ ସଂଜ୍ଞା)  ତାହା ଥିଲେ ତାହା ଥିବା, ତାହା ନ ଥିଲେ ତାହା ନ ଥିବା, ଏହିପରି ସମ୍ବନ୍ଧ - (Logic) Logical connection; species and differentia.

 [ ଉ ] ଆତ୍ମା ସର୍ବଦା ସର୍ବ ଠାବେ, ଅନ୍ୱୟ ବ୍ୟତୀରେକ ଭାବେ। (ଜଗନ୍ନାଥ, ଭାଗବତ)

3935 ଅନ୍ବୟୀ
  1. Anwayī (ସଂ.ବିଣ.) - ଅନୁକୂଳ ସମ୍ବନ୍ଧୀ Favourable to the cash in hand; direct; agreeing.
  2. (ନ୍ୟାୟ) ହେତୁ ବିଶେଷ; ସମ୍ପର୍କ; ସମ୍ବନ୍ଧ (Logic) Method of connection.
  • ଅନ୍ନୟୀନି - (ସ୍ତ୍ରୀ)
Page 787 of 845



expoodisha.com

 

Other Dictionary