| 3936 |
ଅନ୍ବର୍ଥ |
- Anwartha (ସଂ.ବିଣ.) - ଯଥାର୍ଥ; ପ୍ରକୃତାର୍ଥ True; real.
- ସଙ୍ଗତ Accurate.
- କୃତାର୍ଥ Just to the point.
|
| 3937 |
ଅନ୍ବହ |
- Anwaha (ସଂ.କ୍ରି.ବିଣ.) - ପ୍ରତିଦିନ; ପ୍ରତ୍ୟହ Daily, every day.
|
| 3938 |
ଅନ୍ବାଚୟ |
- Anwāchaya (ସଂ.ବି.) - ଅନୁସଙ୍ଗ Concomitance.
- ସହବାସ Cohabitation.
|
| 3939 |
ଅନ୍ବାଧି |
- Anwādhi (ସଂ.ବି.) - ଅନ୍ୟ ବ୍ୟକ୍ତିକୁ ଦେବା ଉଦ୍ଦେଶ୍ୟରେ ଜଣକ ପାଖରେ ରଖିବା ବା ଗଚ୍ଛିତ କରିବା ଧନ ବା ପଦାର୍ଥ A deposit made with one with the purpose of giving it to another.
|
| 3940 |
ଅନ୍ବାଧେୟ |
- Anwādheya (ସଂ.ବିଣ.) - ବିବାହ ପରେ ସ୍ୱାମୀକୁଳରୁ ଓ ବନ୍ଧୁକୁଳରୁ କନ୍ୟା ଯେଉଁ ସମ୍ପତ୍ତି ପାଏ; ଏକ ପ୍ରକାର ସ୍ତ୍ରୀଧନ (ବିବାହିତ ପରତୋ ଯତ୍ତ ଲବ୍ଧଂ ଭର୍ତ୍ତୃକୁଳାତ୍ ସ୍ତ୍ରୀୟା ଅନ୍ୱାଧେୟଂ ତଦୁକ୍ତଂ ତୁ ଲବ୍ଧଂ ବନ୍ଧୁକୁଳାତ୍ ତଥା) A kind of women's property given to her by the husband's or father's family after marriage.
|