Language Section

 

 

 

 

 

 

Dictionary : View_page

ID Main Word Content
3801 ଅନ୍ତୁଡ଼ିଛୁଆଁ
  1. Atuṟḍ̠ichhuāñ (ଦେ.ବି.) - ପ୍ରସୂତିର ଗୃହରେ ପଶିବା ବା ନବ ପ୍ରସୂତିକୁ ଛୁଇଁବାଜନିତ ଅସ୍ପୃଶ୍ୟତା Impurity due to having the articles inside a lying-in room.
  2. (ଦେ.ବିଣ.) - ଅନ୍ତୁଡ଼ିଶାଳରେ ପଶି ସ୍ନାନ କରି ନ ଥିବା ହେତୁରୁ ଅସ୍ପୃଶ୍ୟ (ବ୍ୟକ୍ତି) (a person) who has been contaminted by contact of a lying in room.
3802 ଅନ୍ତୁଡ଼ି ଜଳେଇବା

Also : [ ଅନ୍ତୁଡ଼ି ଜଳାଇବା, ଅନ୍ତୁଡ଼ି ଜାଳିବା ]

  1. Antuṟḍ̠i jaḻeibā (ଦେ.କ୍ରି.) - ଅନ୍ତୁଡ଼ିଶାଳରେ ଅଗ୍ନି ସ୍ଥାପନ କରିବା To set a fire in the new-born baby's room.
3803 ଅନ୍ତୁଡ଼ିପାଉଁଶ
  1. Antuṟḍ̠ipāuñṡa (ଗ୍ରା.ବି.) - ଅନ୍ତୁଡ଼ିମୁଣ୍ଡା ଓ ଅନ୍ତୁଡ଼ିଶାଳ ନିଆଁର ପାଉଁଶ The ashes of the lying-in room.
3804 ଅନ୍ତୁଡ଼ିମୁଣ୍ଡା

Also : [ ଅନ୍ତୁଡ଼ିମୁଣ୍ଡିଆ ]

  1. Antuṟḍ̠imuṇdā (ଦେ.ବି.) - ଅନ୍ତୁଡ଼ି ଜାଳିବା ପାଇଁ ବ୍ୟବହୃତ କାଠର ମୁଣ୍ଡା A block of knotty wood used to lighten a fire in the lying in room.
3805 ଅନ୍ତୁଡ଼ିଶାଳ
  1. Antuṟḍ̠iṡāḻa (ଦେ.ବି.) -  (ଅନ୍ତୁଡ଼ି+ଶାଳା=ଘର)  ସୂତିକାଗାର; ପ୍ରସୂତି ଗୃହ The room in which a baby is born and kept.

[ ଉ ] 

  • ଅନ୍ତୁଡ଼ିଶାଳେ ଯାଇଁ ମିଳି। ହାସ୍ୟ କେ କରନ୍ତି ବୋବାଳି।। (ଭାଗବତ - ଜଗନ୍ନାଥ ଦାସ)
Page 761 of 845



expoodisha.com

 

Other Dictionary