Language Section

 

 

 

 

 

 

Dictionary : View_page

ID Main Word Content
3591 ଅନୁଷ୍ଠାତା
  1. Anushṭhātā (ସଂ.ବିଣ.) ଯେ ଅନୁଷ୍ଠାନ କରେ; ଅନୁଷ୍ଠାନକର୍ତ୍ତା Founding; establishing.
  2. (ସଂ.ବି.) ପ୍ରତିଷ୍ଠାନକର୍ତ୍ତା ବ୍ୟକ୍ତି; ଯେ କୌଣସି କାର୍ଯ୍ୟ ପ୍ରଥମରୁ ଆରମ୍ଭ କରେ A founder; one who starts or undertakes any work.
  • ଅନୁଷ୍ଠାତ୍ରୀ - (ସ୍ତ୍ରୀ)
3592 ଅନୁଷ୍ଠାନ
  1. Anushṭhāna (ସଂ.ବି.) ଆରମ୍ଭ; ପ୍ରଥମ ଉଦ୍ୟମ Beginning, first effort; preparation.
  2. ନିର୍ବାହ; ସମ୍ପାଦନ Undertaking.
  3. ବିଶିଷ୍ଟ କାର୍ଯ୍ୟ  An establishment; institution.
  4. (ଦେ.ବି.) -ଦେବାରାଧନାଦି କାର୍ଯ୍ୟ Riligious rites.
  • ଅନୁଷ୍ଠିତ - (ବିଣ.)
3593 ଅନୁଷ୍ଠାନପତ୍ର
  1. Anushṭhānapatra (ସଂ.ବି.) - କୌଣସି ଉଦ୍ୟମକୁ ସାଧାରଣରେ ପ୍ରଚାର କରିବା ପାଇଁ ପ୍ରକାଶିତ ଲଖିତ ବିବରଣମାନ a prospectus.
3594 ଅନୁଷ୍ଠାନଶରୀର
  1. Anushṭhānaṡarīra (ସଂ.ବି.) (ଦର୍ଶନ) କର୍ମଶରୀର  (Hindu philosophy) The subtle body.
3595 ଅନୁଷ୍ଠିତ
  1. Anushṭhita (ସଂ.ବିଣ.) ଆରବ୍ଧ Begun; commenced; started
  2. ନିଷ୍ପନ୍ନ; ସମ୍ପାଦିତ; କୃତ Done; executed; effected.
  3. ପ୍ରତିଷ୍ଠିତ Instituted.
  4. ସମ୍ପାଦିତ ହେବାପାଇଁ ଗୃହୀତ Undertaken; taken in hand.
  • ଅନୁଷ୍ଠାନ - (ବି.)
Page 719 of 845



expoodisha.com

 

Other Dictionary