Language Section

 

 

 

 

 

 

Dictionary : View_page

ID Main Word Content
3586 ଅନୁଷକ୍ତ
  1. Anushakta (ସଂ.ବିଣ.) ଆସକ୍ତ; ସମ୍ବନ୍ଧ  Attached; connected.
3587 ଅନୁଷଙ୍ଗ

Also : [ ଅନୁସଙ୍ଗ ]

  1. Anushaṇga (ସଂ.ବି.) - ଦୟା; ଅନୁକମ୍ପା Tenderness; compassion; kindness.
  2. ଏକତ୍ର ଅନ୍ୱିତ ସମ୍ବନ୍ଧ; ସମ୍ପର୍କ Connection; association.
  3. ସମ୍ମତି Agreement.
  4. ଆସକ୍ତି; ସ୍ନେହ Affection; attachment.
  5. ପରିଣତି Consequence.
3588 ଅନୁଷଙ୍ଗିକ

Also : [ ଆନୁଷଙ୍ଗିକ ]

  1. Anushaṇgika (ସଂ.ବିଣ.) - ସମ୍ବନ୍ଧଯୁକ୍ତ; ସଂଯୁକ୍ତ Connected; joined.
  2. ସମ୍ବନ୍ଧୀୟ Pertaining to; relating to.
  3. ଏକତ୍ର ଅନ୍ୱିତ Concomitant; following as a necessary result.
  4. (ଯେଉଁ କାର୍ଯ୍ୟ ବା କଥା ସହିତ ସମ୍ପର୍କଯୁକ୍ତ secondary.
3589 ଅନୁଷେକ
  1. Anusheka (ସଂ.ବି.) ପୁନର୍ବାର ଜଳ ସେଚନ; ପୁଣି ଛିଞ୍ଚିବା  Rewatering; resprinkling.
3590 ଅନୁଷ୍ଟୁପ୍‌
  1. Anushṭup (ସଂ.ବି.)  ଅଷ୍ଟାକ୍ଷାରାବୃତ୍ତି; ବେଦୋକ୍ତ ଛନ୍ଦବିଶେଷ; ଏଥିରେ ଚାରିଗୋଟି ପାଦ; ପ୍ରତି ପାଠରେ ଆଠ ଅକ୍ଷର ଥାଏ ଓ ଅଷ୍ଟମ ଅକ୍ଷରରେ ଯତିପାତ ହୁଏ A kind of Vedic metre consisting of four lines of eight syllables each.
  2. (ଦେ.ବି.)  (ନାମ) ଋଷିବିଶେଷ Name of a sage. ଅନୁଷ୍ଟୁପ୍ ଋଷି ବୋଲେ ଭାରତ ସମରେ, ସେନାପତି ହୋଇବୁ ତୁ କୁରୁଙ୍କ ଥାଟରେ। ସାରଳା ମହାଭାରତ, ଉଦ୍ଯୋଗ।
  3. ସରସ୍ୱତୀ  The Goddess of Learning.

[ ଉ ] ଅନୁଷ୍ଟୁପ୍ ଛନ୍ଦର ଉଦାହରଣ - ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ। ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ। (ଭଗବଦ୍‌ ଗୀତା)

Page 718 of 845



expoodisha.com

 

Other Dictionary