| 3576 |
ଅନୁଶାସ୍ୟ |
- Anusāsya (ସଂ.ବିଣ.) - ନିୟମ ଦ୍ୱାରା ଆଦିଷ୍ଟ ବା ପରିଚାଳିତ ହେବାର ଯୋଗ୍ୟ To be governed by rule.
|
| 3577 |
ଅନୁଶିଷ୍ଟ |
- Anusishṭa (ସଂ.ବିଣ.) - ଉପଦିଷ୍ଟ; ଶିକ୍ଷାପ୍ରାପ୍ତ Taught; instructed.
- ଅନୁଜ୍ଞାତ; ଆଦିଷ୍ଟ; ଆଜ୍ଞପ୍ତ Guided or governed by a rule.
|
| 3578 |
ଅନୁଶିଷ୍ୟ |
- Anusishya (ସଂ.ବି.) - ନିମ୍ନ ଶ୍ରେଣୀର ଶିଷ୍ୟ A disciple of the 2nd order.
- ଶିଷ୍ୟଠାରୁ ଶିକ୍ଷା ଲାଭ କରୁଥିବା ଅଳ୍ପପାଠୁଆ ଶିଷ୍ୟ A disciple who is taught by a pupil of the higher class.
- ଶିଷ୍ୟର ଶିଷ୍ୟA pupil of a pupil.
|
| 3579 |
ଅନୁଶୀଳନ |
- Anusiḻana (ସଂ.ବି.) - ଆନ୍ଦୋଳନ; ଆଲୋଚନା; ଚର୍ଚ୍ଚା Study; pursuit of a science; cultivation of a study.
- ଅନୁକ୍ଷଣ ସେବା; ପୁନଃପୁନଃ ଅଭ୍ୟାସ; ପାଠାଭ୍ୟାସ—2. Exercise.
|
| 3580 |
ଅନୁଶୀଳନୀ |
- Anusīḻanī (ସଂ.ବି.) - ପାଠାଭ୍ୟାସରେ ସାହାଯ୍ୟ କରିବା ପାଇଁ ସାଧନ କରାଯିବା ପ୍ରତିଜ୍ଞା Exercise; Proposition studied for exercise.
|