| 3571 |
ଅନୁଶାସନପର୍ବ |
- Anuṡāsanaparba (ସଂ.ବି.) - ମହାଭାରତର ଅଠର ପର୍ବ ମଧ୍ୟରେ ଭୀଷ୍ମ ଶରଶଯ୍ୟାରେ ଥାଇ ଯହିଁରେ ଯୁଧିଷ୍ଠିରଙ୍କୁ ଉପଦେଶ ଦେଇଛନ୍ତି ସେହି ପର୍ବ Name of a volume of the Mahābhārata containing rules of conduct or precepts addressed by Bhishma to J̄udhishthira.
|
| 3572 |
ଅନୁଶାସିତ |
- Anuṡāsita (ସଂ.ବିଣ.) - ଜ୍ଞାପିତ Informed.
- ଆଜ୍ଞପ୍ତ Ordered.
- ଅନୁଶାସିତର ସ୍ତ୍ରୀଲିଙ୍ଗ Feminine of Anuṡāsita.
|
| 3573 |
ଅନୁଶାସିତା |
- Anuṡāistā (ସଂ.ବିଣ.) - ଅନୁଶାସିତର ସ୍ତ୍ରୀଲିଙ୍ଗ Feminine of Anuṡāsita.
- (ସଂ.ବି.) - ଆଜ୍ଞା Command.
- ଆଦେଶବାକ୍ୟ Dictum; edict.
- ଉପଦେଶ Precepts; advice.
- ଶିକ୍ଷାଦାନ Instruction.
- ନିଯୋଗ Discipline or control.
|
| 3574 |
ଅନୁଶାସୀ |
- Anuṡāsī (ସଂ.ବିଣ.) -
- ଶାସନକର୍ତ୍ତା Ruler.
- ଉପଦେଶକ Preceptor.
- ଆଦେଶକର୍ତ୍ତା Commander.
|
| 3575 |
ଅନୁଶାସ୍ତା |
- Anuṡāstā (ସଂ.ବିଣ.) - ଶାସନକର୍ତ୍ତା Ruler.
- ଉପଦେଶକ Preceptor.
- ଆଦେଶକର୍ତ୍ତା Commander.
|