| 3551 |
ଅନୁଳା |
Category : [ Name ]
- Anuḻā (ଦେ.) - ଜନୈକ ବୌଦ୍ଧ ସନ୍ନ୍ୟାସିନୀ The name of a Buddhist nun.
- ସିଂହଳର ଜନୈକ ରାଜମହିଷୀ One of the queens of Ceylon.
|
| 3552 |
ଅନୁଳାପ |
- Anuḻāpa (ସଂ.ବି.) - ମୁହୁର୍ଭାଷଣ; ପୁନଃପୁନଃ କଥନ Repetition
- (ସାହିତ୍ୟର ଅଳଙ୍କାରବିଶେଷ) ଯେଉଁ ସ୍ଥଳରେ କୌଣସି ବିଷୟ ପୁନଃପୁନଃ କଥିତ ହୋଇଥାଏ (Rhetoric) Tautology.
|
| 3553 |
ଅନୁଲିପ୍ତ |
- Anulipta (ସଂ.ବି.) - ଯାହା ଦେହରେ ଚନ୍ଦନାଦି ସୁବାସ ଲେପନ କରାଯାଇଅଛି; କୃତାନୁଲେପନ; ରଞ୍ଜିତ; ରଙ୍ଗ ବୋଳା ଯାଇଥିବା Anointed or besmeared with perfumes.
|
| 3554 |
ଅନୁଲେପ |
- Anulepa (ସଂ.ବି.) - (ଯଥା - ଚନ୍ଦନାଦି) ଦେହରେ ବୋଳା ହେବା ସୁଗନ୍ଧି ଦ୍ରବ୍ୟ; ଲେପନଦ୍ରବ୍ୟ Ointment; paste; unguent.
|
| 3555 |
ଅନୁଲେପନ |
- Anulepana (ସଂ.ବି.) - ଗନ୍ଧଦ୍ରବ୍ୟାଦିର ପ୍ରୟୋଗ ବା ଲେପନ Act of anointing or applying paste.
- ବୋଳିବା Besmearing.
- ପ୍ରଲେପନାର୍ଥ ଚନ୍ଦନାଦି ଲେପନ ଦ୍ରବ୍ୟ Onitment; paste.
|