Language Section

 

 

 

 

 

 

Dictionary : View_page

ID Main Word Content
3556 ଅନୁଲୋମ
  1. Anuloma (ସଂ.ବି.) - ଅନୁକ୍ରମ; ଯଥାକ୍ରମ  The descending method.
  2. ଦେହର ଲୋମ ଯେଉଁ ଦିଗକୁ ଉଠିଥାଏ, ସେହି ଦିଗ ଅନୁସାରେ ହସ୍ତାଦିର ଚାଳନ The going with the grain or natural mode.
  3. (ସଂ.ବିଣ.) -  ଅନୁକୂଳ Going with the grain.
  4. ପ୍ରାକୃତିକ Following nature or natural order.
  5. ସହଜଆଡ଼େ; ଅନୁକୂଳରେ; ପ୍ରକୃତ ପ୍ରଣାଳୀରେ; ଯଥାକ୍ରମେ Going with the grain; in a natural manner.
  6. କ୍ରମନିମ୍ନରେ; ତଳଆଡ଼କୁ ଗତି କରିବା ଅନୁସାରେ In a descending manner.
  7. (ସଂ.ଅ.) - ପ୍ରତି ରୋମରେ In every pore of the skin.
  • ପ୍ରତିଲୋମ - (ବିପରୀତ)
3557 ଅନୁଲୋମବିଲୋମ
  1. Anulomabiloma (ଦେ.ବି.) - ରଚନାର ଭଙ୍ଗୀ ବା ପରିପାଟୀବିଶେଷ A mode in composition.

 [ ଦ୍ର ]  ସମସ୍ତ ପାଦକୁ ମୂଳରୁ ଶେଷଯାଏ ପଢ଼ିଗଲେ ଯାହା, ଶେଷରୁ ମୂଳଯାଏ ପଢ଼ିଗଲେ ଏକା ଭଳି ରଚନା; ଯଥା -  ନମ ସୁରସାଳସୀ ଶୀଳସାର ସୁମନ (କୋଟିବ୍ରହ୍ମାଣ୍ଡସୁନ୍ଦରୀ)

3558 ଅନୁଲୋମଜ
  1. Anulomaja (ସଂ.ବିଣ.) - ଉତ୍ତମ ବର୍ଣ୍ଣର ପୁରୁଷ ଔରସରେ ଅଧମ ବର୍ଣ୍ଣ ସ୍ତ୍ରୀ ଗର୍ଭରୁ ଜାତ ହୋଇଥିବା; ଅନୁଲୋମ ବିବାହରୁ ଜାତ (ସନ୍ତାନ) Born of a morganatic marriage; born of a father of a higher caste married to a woman of a lower caste.
  • ଅନୁଲୋମଜା - (ସ୍ତ୍ରୀ)
3559 ଅନୁଲୋମବିବାହ
  1. Anulomabibāha (ସଂ.ବି.) ଯେଉଁ ବିବାହରେ ଉଚ୍ଚ ବର୍ଣ୍ଣର (ଯଥା; ବ୍ରାହ୍ମଣ) ପୁରୁଷ ନିମ୍ନ ବର୍ଣ୍ଣର (ଯଥା; କ୍ଷତ୍ରିୟ; ବୈଶ୍ୟାଦି) କନ୍ୟାକୁ ବିବାହ କରେ A kind of marriage in which a man of a superior caste marries a girl of an inferior caste.
  • ପ୍ରତିଲୋମବିବାହ -(ବିପରୀତ)
3560 ଅନୁଲଙ୍ଘନ
  1. Anullaṅghana (ସଂ.ବି.) - ନିୟମର ଅଭଙ୍ଗ Non-transgression; non-violation of a rule.
  • ଅନୁଲ୍ଲଘିଂତ - (ବିଣ.)
Page 712 of 845



expoodisha.com

 

Other Dictionary