Language Section

 

 

 

 

 

 

Dictionary : View_page

ID Main Word Content
3541 ଅନୁରାଗୀ
  1. Anurāgī (ସଂ.ବିଣ.) - ଆସକ୍ତ; ଅନୁରକ୍ତ Attached to; fond of.
  2. (ସଂ.ବି.) - ଅନୁରାଗକାରୀ One who is fond of some thing or attached to some thing or person.
  • ଅନୁରାଗିଣୀ - (ସ୍ତ୍ରୀ)
3542 ଅନୁରାଧା
  1. Anurādhā (ସଂ.ବି.) - ଜ୍ୟୋତିଷ ଶାସ୍ତ୍ରୋକ୍ତ ନକ୍ଷତ୍ରମାନଙ୍କ ମଧ୍ୟରୁ ସପ୍ତଦଶ ନକ୍ଷତ୍ର (In Hidhu astronomy) A constellation of that name; the 17th in the list oft stars.

 [ ଦ୍ର ] କଟପାୟା ଅନୁଯାରେ ଏହା ଦକ୍ଷିଣାକାଶର ପାଞ୍ଚ ଗୋଟି ତାରକାଯୁକ୍ତ ସର୍ପାକାରବିଶିଷ୍ଟ ନକ୍ଷତ୍ର।]

3543 ଅନୁରୁଦ୍ଧ
  1. Anuruddha (ସଂ.ବି.) - କୌଣସି କାର୍ଯ୍ୟ କରିବାକୁ ଅନ୍ୟ ଦ୍ୱାରା ପ୍ରାର୍ଥିତ Requested by a person to do a thing.
  2. ଯାହାଙ୍କୁ ବା ଯେଉଁ ବିଷୟରେ ଅନୁରୋଧ କରାଯାଇ- ଅଛି Requested; solicited.
  3. (ନାମ) ସିଦ୍ଧାନ୍ତ (ବୁଦ୍ଧଦେବ)ଙ୍କ ଭାଇ Name of the brother of Buddha.
  • ଅନୁରୋଧ - (ବି.)
3544 ଅନୁରୂପ
  1. Anurūpa (ସଂ.ବିଣ.) - ସୁଦୃଶ; ତୁଲ୍ୟ Like; resembling; similar.
  2. ଯୋଗ୍ୟ Fit; suitable.  
  3. ଅନୁଯାୟୀ; ଅନୁଗାମୀ According to; following.
  4. (କ୍ରି.ବିଣ.) - ଅନୁଶାରେ; ଅନୁଯାୟୀ Accordingly.
  • ଅନୁରୂପା - (ସ୍ତ୍ରୀ)
3545 ଅନୁରୂପେ
  1. Anurūpe (ଦେ.କ୍ରି.ବିଣ.) - ଅନୁସାରେ Accordingly; in accordance with.
Page 709 of 845



expoodisha.com

 

Other Dictionary