| 3466 |
ଅନୁବର୍ତ୍ତି |
- Anubarttī (ସଂ.ବିଣ.) - ଅନୁସରଣକାରୀ Following after.
- ଯେ ଅନ୍ୟର ମତ ଅନୁସାରେ କାର୍ଯ୍ୟ କରେ Acting according to.
- ଆଜ୍ଞାବହ Obedient; subservient.
- ପଶ୍ଚାତ୍ ବର୍ତ୍ତୀ; ସହଗାମୀ Going after.
|
| 3467 |
ଅନୁବଳ |
- Anubaḻa (ସଂ.କ୍ରି.ବିଣ.) - ପରାକ୍ରମକୁ ଚାହିଁ; କ୍ଷମତା ଅନୁସାରେ According to one's power or capacity.
|
| 3468 |
ଅନୁବାକ |
- Anubāka (ସଂ.ବି.) - ପୁନରୁକ୍ତି Repetition.
- ବେଦସୂକ୍ତର ଅଧ୍ୟାୟ A 'chapter of Vedic hymns; a selection of Vedic texts.
- ସନ୍ଥ; ଗୁରୁ ଶିଷ୍ୟଙ୍କୁ ଦେବା ପାଠ A lesson given by a teacher to a disciple.
|
| 3469 |
ଅନୁବାଦ |
- Anubāda (ସଂ.ବି.) - ଭାଷାନ୍ତରୀକରଣ; ଏକ ଭାଷାରେ ଲିଖିତ ବା କଥିତ ବିଷୟକୁ ଅନ୍ୟ ଭାଷାରେ ପ୍ରକାଶ କରିବା 1. Translation; interpretation.
- ଅନୁକରଣ Imitation.
- ପୁନଃକଥନ; ପୁନରୁକ୍ତି Restatement; repetition.
- ଅପବାଦ; ନିନ୍ଦା Defamation.
- କୌଣସି ବିଷୟର ପୁନରାଲୋଚନା Rediscussion.
- କଥନ; ବର୍ଣ୍ଣନ Narration.
|
| 3470 |
ଅନୁବାଦକ |
- Anubādaka (ସଂ.ବିଣ.) - ଯେ ଏକ ଭାଷାରୁ ଅନ୍ୟ ଭାଷାରେ ତର୍ଜମା କରେ Interpreter; translator.
- ଯେ ପୁନଃପୁନଃ କହେ One who repeats.
|