| 3476 |
ଅନୁବୃତ୍ତ |
- Anubṛutta (ସଂ.ବିଣ.) - ପ୍ରବିଷ୍ଟ Entered.
- ବ୍ୟାପ୍ତ Diffused.
- ପାଳିତ Conformed to.
|
| 3477 |
ଅନୁବୃତ୍ତି |
- Anubṙutti (ସଂ.ବି.) - ଆଜ୍ଞାପାଳନ Compliance.
- ପଶ୍ଚାଦ୍ଗମନ Following; pursuit.
- ଧାରାବାହିକତା; ଅବିଚ୍ଛେଦ Continuance.
- ସେବା Serving another; service.
- ପାଳନ Conformity with.
- ଅନୁବନ୍ଧ Compliance.
- ଅନୁକରଣ Imitation.
- (ସଂ. ବ୍ୟାକରଣ) ପୂର୍ବ ସୂତ୍ରର ଅଂଶର ପର ସୂତ୍ରରେ ପୁନରୁଲ୍ଲେଖ (Sanskrit grammar) Repetition of a part of one rule in a subsequent rule or aphorism.
|
| 3478 |
ଅନୁବେଳ |
- Anubeḻa (ସଂ.କ୍ରି.ବିଣ.) - ଅବିଚ୍ଛିନ୍ନ ଭାବରେ Continuously.
- ସର୍ବଦା Always.
- ପ୍ରତିମୁହୂର୍ତ୍ତରେ Every moment.
- କେବେ କେବେ Occasionally.
|
| 3479 |
ଅନୁବୋଧ |
- Anubodha (ସଂ.ବି.) - ସ୍ନାନାନ୍ତେ ଗନ୍ଧଦ୍ରବ୍ୟର ପୁନରୁବ୍ଦୀପନ Revival of the scent of a washed or faded flower.
- ପଶ୍ଚାଦ୍ଜ୍ଞାନ Revived sensation.
- ପଛବୁଦ୍ଧି After-thought.
- କୌଣସି ଚିନ୍ତାର ପୁନରୁଦ୍ଦୀପନ Revival of an idea.
|
| 3480 |
ଅନୁବ୍ରଜ୍ୟା |
- Anubrajyā (ସଂ.ବି.) - ବିଦାୟକାଳରେ ଅତିଥିଙ୍କୁ ଖଣ୍ଡେ ଦୂର ବାଟରେ ବଳାଇ ଦେବା Act of seeing a guest off.
- ଆଦେଶବର୍ତ୍ତିତା; ଆଜ୍ଞାପାଳନ Obedience; subservience; compliance with an order.
|