| ID | Main Word | Content |
|---|---|---|
| 3451 | ଅନୁପ୍ରସ୍ଥ |
|
| 3452 | ଅନୁପ୍ରାଣିତ |
|
| 3453 | ଅନୁପ୍ରାସ |
[ ଉ ] ତୁଡ଼ୁକେ କରେ ଭରି ଖଡ଼କିମାନଙ୍କୁ, ପୋଷ କରି ସୋଡ଼କି ଦେଲେ ମଦିରାକୁ। ସଜ କରି ତୁଡ଼ୁକେ ଘୋଡ଼କୁ ଚଢ଼ିଲେ, ରେଡ଼ିକି ମାରି ଧାଡ଼ି ଧାଡ଼ି ବାହାରିଲେ। ଥୋଡ଼ିକି ମୋଡ଼ିକରି ଆଉଁସିଲେ ଟେକି, ସିଂହଦ୍ୱାରେ ହୋଇଲେ ବଜାଇ ଘୁଡ଼ୁକି।
|
| 3454 | ଅନୁପ୍ଳବ |
|
| 3455 | ଅନୁବତ୍ସର |
[ ଉ ] ଯେସନ କୃଷିକାରୀ ଜନେ, ଅନୁବତ୍ସର କରଷଣେ। ଯେ ତୃଣ ଗୁଳ୍ମ ଲତା ଆଦି, ନିଃଶେଷେ ନ ପାରନ୍ତି ଛେଦି। - ଭାଗବତ |
Other Dictionary |

