| 3441 |
ଅନୁପାନ |
- Anupāna (ସଂ.ବି.) - (ଯାହା ଔଷଧ ସହିତ ବା ପରେ ପିଆଯାଏ) (ବୈଦ୍ୟଶାସ୍ତ୍ର) ଔଷଧ ସହିତ ବା ପରେ ସେବନୀୟ ନିର୍ଦ୍ଦିଷ୍ଟ ପାନୀୟ A liquid for being taken with or immediately after taking a medicine; a drink taken with a medicine.
- ପାନ; ପିଇବା Drinking.
[ ଦ୍ର ] କେତେକ ଔଷଧ ଅନୁପାନ ଭେଦରେ ଭିନ୍ନ ରୋଗରେ ପ୍ରୟୋଗ କରାଯାଏ; ଯଥା - ମକରଧ୍ୱଜକୁ ସର୍ଦ୍ଦିରୋଗରେ ଅଦାରସ ଅନୁପାନରେ ଓ ଧାତୁଦୌର୍ବଲ୍ୟରେ ଚାଉଳଧୁଆ ପାଣି ଅନୁପାନରେ ଦିଆଯାଏ।
|
| 3442 |
ଅନୁପାମ |
Also : [ ଅନୁପମ ]
- Anupāma (ଗ୍ରା.ପଦ୍ୟ.ବିଣ.) - ଉପମାରହିତ; ଅନୁପମ; ଅଦ୍ୱିତୀୟ Matchless; incomparable; paragon.
- ଅଦ୍ୱିତୀୟ Peerless; unequalled.
- (ଗ୍ରା.ବି.) - ଉପମା Comparison.
|
| 3443 |
ଅନୁପାମା |
Also : [ ଅନୁପମ ]
- Anupāmā (ଗ୍ରା.ପଦ୍ୟ.ବିଣ.) - ଉପମାରହିତ; ଅନୁପମ; ଅଦ୍ୱିତୀୟ Matchless; incomparable; paragon.
- ଅଦ୍ୱିତୀୟ Peerless; unequalled.
|
| 3444 |
ଅନୁପାୟ |
- Anupāya (ସଂ.ବି.) - ନିଃସହାୟତା Helplessness.
- ନିରୁପାୟତା; ଉପାୟହୀନତା Want of resource or expedience.
- ନିକୃଷ୍ଟ ଉପାୟ Worthless or improper means.
- (ସଂ.ବିଣ.) - (ବହୁବ୍ରୀହି) ଉପାୟହୀନ; ନିରୁପାୟ Resourceless.
- ଆଶ୍ରୟହୀନ Helpless.
|
| 3445 |
ଅନୁପାୟୀ |
- Anupāyī (ସଂ.ବିଣ.) - ଉପାୟହୀନ; ନିରୁପାୟ Resourceless.
- ଆଶ୍ରୟହୀନ Helpless.
|