| 3436 |
ଅନୁପଲବ୍ଧ |
- Anupalabdha (ସଂ.ବିଣ.) - ଯାହା ବୋଧ ହୋଇ ନାହିଁ Not realised; not perceived.
- ଯାହା ଅନୁଭୂତ ହୋଇ ନାହିଁ Not experienced
- ଅପ୍ରାପ୍ତ Not received, attained or got.
|
| 3437 |
ଅନୁପସ୍ଥିତ |
- Anupasthita (ସଂ.ବିଣ.) - ଉପସ୍ଥିତ ନ ହେବା Not present.
- ଅନାଗତ; ଅବର୍ତ୍ତମାନ Absent.
- ଅନୁପସ୍ଥାନ / ଅନୁପସ୍ଥିତି (ବି.)
|
| 3438 |
ଅନୁପାତ |
- Anupāta (ସଂ.ବି.) - ପଛରେ ପଡ଼ିବା The act of falling subsequently (upon a thing).
- ପଛରେ ଯିବା Going after; following.
- (ଗଣିତ) ଏକ ରାଶି ସହିତ ଅନ୍ୟ ରାଶିର ସମ୍ବନ୍ଧ (Mathematics) Ratio; relation between two quantities or numbers.
|
| 3439 |
ଅନୁପାତକ |
- Anupātaka (ସଂ.ବି.) - ମହାପାତକ ପରି ପାତକ ବିଶେଷ Heinous crime (e.g. theft, fraud, falsehood etc).
[ ଦ୍ର ] ଅନୁପାତକ 35 ପ୍ରକାର ଯଥା (1) ମିଥ୍ୟାବଚନ (ଆତ୍ମଶ୍ଳାଘା ବା ପରନିନ୍ଦା); (2) ରାଜାଙ୍କପ୍ରତି ଖଳତା; (3) ପିତାଙ୍କର ମିଥ୍ୟା ଦୋଷ କଥନ; (4) ବେଦତ୍ୟାଗ; (5) ବେଦନିନ୍ଦା; (6) ମିଥ୍ୟାସାକ୍ଷ୍ୟ; (ଜାଣି କରି ନ କହିବା ବା ମିଥ୍ୟା କହିବା) (7) ବନ୍ଧୁବଧ; (8) ଅନ୍ତ୍ୟଜ ଲୋକର ଅନ୍ନଭକ୍ଷଣ; (9) ଅଭକ୍ଷ୍ୟଭକ୍ଷଣ; (10) ନିକ୍ଷେପ ବା ଗଚ୍ଛିତ ଦ୍ରବ୍ୟ ଗ୍ରହଣ; (11) ମନୁଷ୍ୟହରଣ; (12) ଅଶ୍ୱହରଣ; (13) ରଜତ- ହରଣ; (14) ଭୂମିହରଣ; (15) ହୀରକହରଣ; (16) ମଣିହରଣ ଓ 19 ପ୍ରକାର ଅଗମ୍ୟ-ଗମନ। (ପକୃତିବାଦ ଅଭିଧାନ)
|
| 3440 |
ଅନୁପାତ ସମାନୁପାତ |
- Anupāta samānupāta (ଦେ.ବି.) - (ଗଣିତ) ଏକ ରାଶି ସହିତ ଅନ୍ୟ ରାଶିର ସମ୍ବନ୍ଧକୁ ପରିମାରକ କରି ତାହାରି ଅନୁସାରେ ବହୁରାଶି ମଧ୍ୟରେ ପରସ୍ପର ସମ୍ବନ୍ଧ ନିରୂପଣ Ratio and proportion.
|