Language Section

 

 

 

 

 

 

Dictionary : View_page

ID Main Word Content
3411 ଅନୁନୟୀ
  1. Anunayī (ସଂ.ବିଣ.) - ଅନୁନୟକାରୀ  Requesting.
  • ଅନୁନୟିନୀ - (ସ୍ତ୍ରୀ)
3412 ଅନୁନାଦ
  1. Anunāda (ସଂ.ବି.) -  (ଶବ୍ଦ ହେବା ପରେ ଯେଉଁ ଶବ୍ଦ କିଛି କାଳ ପର୍ଯ୍ୟନ୍ତ ଶୁଣାଯାଏ) ରାହା  Reverberation; vibration.
  2. ପ୍ରତିଧ୍ୱନି Echo.
3413 ଅନୁନାଦିତ
  1. Anunādita (ସଂ.ବିଣ.) - ପ୍ରତିଧ୍ୱନିଯୁକ୍ତ; ପ୍ରତିଧ୍ୱନିପୂର୍ଣ୍ଣ; ପ୍ରତିଧ୍ୱନିତ Echoed; Echoing; reverberated.
3414 ଅନୁନାସିକ
  1. Anunāsika (ସଂ.ବିଣ.) - (ନାସା ଦ୍ୱାରା ଉଚ୍ଚାରଣ କରିବାର ଅବ୍ୟବହିତ ପରେ ଯେଉଁ ଶବ୍ଦ ଉତ୍ପନ୍ନ ହୁଏ) (ବ୍ୟାକରଣ) ନାସା ସାହାଯ୍ୟରେ ଉଚ୍ଚାରିତ (ବର୍ଣ୍ଣ ବା ଧ୍ୱନି) (grammar) Nasal (letter or sound).
  2. ନାସା ସାହାଯ୍ୟରେ ଉଚ୍ଚାରିତ  Pronounced with the help of nose.
  3. (ସଂ.ବି.) - (ବ୍ୟାକରଣ)  ଯେଉଁ ବର୍ଣ୍ଣମାନଙ୍କର ଉଚ୍ଚାରଣରେ ନାସିକାର ସାହାଯ୍ୟ ନିଆଯାଏ (ଯଥା—ଙ, ଞ୍ଚ, ଣ, ନ, ମ, ଂ, ଓ, ଁ) Letters with nasal sounds e.g. ṅ, n̄, ṇ, na, ma, ṁ & ñ
3415 ଅନୁନୀତ
  1. Anunīta (ସଂ.ବିଣ.) - ଯାହା ବିନୟ ବାକ୍ୟରେ ପ୍ରାର୍ଥିତ ହୋଇଅଛି Solicited; entreated
  2. ବିନୀତ ପ୍ରାର୍ଥନା ଦ୍ୱାରା ଶମିତ (କ୍ରୋଧ) Pacified by prayer.
Page 683 of 687



expoodisha.com

 

Other Dictionary