| 2931 |
ଅନପାୟ |
- Anapāya (ସଂ.ବିଣ.) - ଅବିନାଶୀ; ଅବିନଶ୍ୱର Imperishable.
- ଚିରସ୍ଥାୟୀ Lasting.
- ବାଧାରହିତ Without obstacles.
- ସମୃଦ୍ଧ Prosperous.
- (ସଂ.ବି.) - ଦୁଃଖରାହିତ୍ୟ; ଅନିଷ୍ଟରୁ ମୁକ୍ତ Freedom from mischief.
- ମହାଦେବ; ଶିବ God Ṡiba.
|
| 2932 |
ଅନପେକ୍ଷ |
Also : [ ଅନପେକ୍ଷା ]
- Anapeksha (ସଂ.ବିଣ.) - ଯେ କାହାରିକି ଅପେକ୍ଷା ରଖେ ନାହିଁ Regardless.
- ନିରପେକ୍ଷ Impartical.
- ସ୍ୱାଧୀନ Independent.
- ନିର୍ମମ Indifferent.
- ବେଖାତିରିଆ Careless.
|
| 2933 |
ଅନପେକ୍ଷା |
Also : [ ଅନପେକ୍ଷ ]
- Anapekshā (ସଂ.ବିଣ.) - ଯେ କାହାରିକି ଅପେକ୍ଷା ରଖେ ନାହିଁ Regardless.
- ନିରପେକ୍ଷ Impartical.
- (ସଂ.ବିଣ.) ବେଖାତିର୍ Carelessness.
- ପରପ୍ରତି ଅପେକ୍ଷା ନ କରିବା Disregard; want of regard for another.
- ଅନପେକ୍ଷର ସ୍ତ୍ରୀଲିଙ୍ଗ Feminine of Anapeksha.
|
| 2934 |
ଅନପେକ୍ଷିତ |
- Anapekshita (ସଂ.ବିଣ.) - ଅପ୍ରତ୍ୟାଶିତ Unexpected.
- ଖାତିର୍ କରା ନ ଯିବା Disregarded; unheeded.
|
| 2935 |
ଅନପେତ |
- Anapeta (ସଂ.ବିଣ.) - ଯାହା ଗତ ହୋଇ ନାହିଁ Not gone; not past.
- ପୃଥକ୍ ହୋଇ ନ ଥିବା Not separated.
- ବିଦ୍ୟମାନ; ଉପସ୍ଥିତ Present.
- ଏକାନ୍ତ ଆସକ୍ତ Faithful to.
|