| 2676 |
ଅଧୋଽଧଃ |
- Adho-dhaḥ (ସଂ.ଅ.) - କ୍ରମଶଃ ନିମ୍ନକୁ; ତଳକୁ ତଳକୁ Gradually; downwards; down and down.
|
| 2677 |
ଅଧୋବଦନ |
- Adhobadana (ସଂ.ବି.) - (ମଧ୍ୟପଦଲୋପୀ) ଲଜ୍ଜାବନତ ମୁଖ; ଲଜ୍ଜା ଯୋଗୁଁ ତଳକୁ ପୋତା ହୋଇ ଥିବା ମୁହଁ Drooping face.
- (ବହୁବ୍ରୀହି) ଅବାକ୍ପୁଷ୍ପୀ ଗୁଳ୍ମ A plant (pimpinella Anisum).
- ଗୋଜିହ୍ୱା ବୃକ୍ଷ A tree; Elephantopus Scaber.
- ବିଷ୍ଣୁଙ୍କ ନାମ A name of Bishnu.
- (ସଂ.ବିଣ) - ଲଜ୍ଜାବନତ ମୁଖ; ହେଠ ବଦନ; ଯେ ଲାଜରେ ତଳକୁ ମୁହଁ ପୋତି ଥାଏ Having the face cast down with a drooping face.
- ପୋତାମୁହାଁ A person with a drooping face.
- ମୁହଁ ତଳକୁ ହୋଇ ଉଗୁଡ଼ା ଯାଇଥିବା (ପାତ୍ର) Upturned (pot); topsy-turvy.
- ଯାହାର ମୁଣ୍ଡ ତଳକୁ ଓ ଗୋଡ଼ ଉପରକୁ ହୋଇଥାଏ Headlong; precipitate.
|
| 2678 |
ଅଧୋବଶ |
Also : [ ଅଧୋଦ୍ବାର, ଅଧୋବଶ ]
- Adhobaṡa (ସଂ.ବି.) - ସ୍ତ୍ରୀ ଜନନେନ୍ଦ୍ରିୟ The female organ.
|
| 2679 |
ଅଧୋବସ୍ତ୍ର |
Also : [ ଅଧରବାସ ]
- Adhobastra (ସଂ.ବି.) - ନାଭି ବା ଅଣ୍ଟାଠାରୂ ତଳକୁ ପିନ୍ଧାଯିବା ଲୁଗା (ଯଥା - ଧୋତି; ପାଇଜାମା) Cloth worn below the navel or waist.
- ସଭା ତଳେ ଦେହକୁ ଲାଗି ପିନ୍ଧାଯିବା ଲୁଗା (ଯଥା - କଉପୁନି; କାଛା; ଜଂଘିଆ) Under-wear; a sheet of cloth worn immediately on the private parts.
- ଅସ୍ତର୍; କୋଟ୍ ଆଦିର ତଳେ ଦିଆଯିବା କନା Lining of a coat.
|
| 2680 |
ଅଧୋବାୟୁ |
- Adhobāyu (ସଂ.ବି.) - ଅପାନବାୟୁ; ବାତକର୍ମ; ପାଡ଼ Vital air passing downwards; fart; wind passed through the anus ventris crepitus.
|