| 2666 |
ଅଧୋଖନନ |
- Adhokhanana (ସଂ.ବି.) - କୌଣସି ବସ୍ତୁର ମୂଳ ବା ତଳ ଆଡ଼ୁ ଖୋଳିବା; କୋରଡ଼ କରିବା Undermining.
|
| 2667 |
ଅଧୋଗତ |
- Adhogata (ସଂ.ବିଣ.) - ତଳକୁ ଯାଇଥିବା Gone down.
- ତଳକୁ ଖସି ପଡ଼ିଥିବା Fallen down.
- ବୁଡ଼ି ଯାଇଥିବା Sunk down.
- ଅସ୍ତ ହୋଇଥିବା Set
- Adhogati (ସଂ.ବି.) - ତଳେ ପଡ଼ିଯିବା Fall; falling-down.
- ଦୁର୍ଗତି; ଅବନତି Degradation.
- ଦୁର୍ଦ୍ଦଶା Misery; distress.
- ନରକରେ ପଡ଼ିବା Falling in hell.
- ପାତାଳକୁ ଖସି ପଡ଼ିବା Going down to the nether-world. ବୃ
- ଅସ୍ତହେବା Setting.
- ବୁଡ଼ିଯିବା Sinking down
|
| 2668 |
ଅଧୋଗତି |
Also : [ ଅଧୋଗମନ ]
- Adhogati (ସଂ.ବି.) - ତଳେ ପଡ଼ିଯିବା Fall; falling-down.
- ଦୁର୍ଗତି; ଅବନତି Degradation.
- ଦୁର୍ଦ୍ଦଶା Misery; distress.
- ନରକରେ ପଡ଼ିବା Falling in hell.
- ପାତାଳକୁ ଖସି ପଡ଼ିବା Going down to the nether-world. ବୃ
- ଅସ୍ତହେବା Setting.
- ବୁଡ଼ିଯିବା Sinking down
|
| 2669 |
ଅଧୋଗାମୀ |
- Adhogāmī (ସଂ.ବିଣ.) - ତଳକୁ ଗତି କରୁଥିବା Going down.
- ବୁଡ଼ି ଯାଉଥିବା Sinking.
- ଅସ୍ତ ହେଉଥିବା Setting.
- ପଡ଼ୁଥିବା Falling down.
- ଦୁର୍ଦ୍ଦଶା ଭୋଗ କରୁଥିବା Miserable.
- ନରକକୁ ଗତି କରୁଥିବା; ନରକଗାମୀ Going towards hell.
|
| 2670 |
ଅଧୋଘଣ୍ଟା |
Also : [ ଅପାମାର୍ଗ ]
- Adhoghaṇṭā (ସଂ.ବି.) - (ଏହାର ଫଳଗୁଡ଼ିକ ଘଣ୍ଟିପରି ତଳ ଆଡ଼କୁ ମୁହଁ କରି ଥିବାରୁ) ମାରିଷାଦି ବର୍ଗର ବନ୍ୟ ଶାକ ବା ଗୁଳ୍ମ A herbarious plant; Achyranthus aspera; the prickly chafflower.
|