Language Section

 

 

 

 

 

 

Dictionary : View_page

ID Main Word Content
2571 ଅଧିପତି
  1. Adhipati (ସଂ.ବି.) -  ସ୍ୱାମୀ; ପ୍ରଭୁ Lord; master.
  2. ରାଜା  King.
  3. ମୁଖ୍ୟବ୍ୟକ୍ତି; କର୍ତ୍ତା Chief.
  4. ନାୟକ Leader.
  5. ସର୍ଦ୍ଦାର A head.  (ଅନ୍ୟ ଶବ୍ଦସଙ୍ଗେ ଯୁକ୍ତ ହୋଇ ଏହି ଅର୍ଥ ବୁଝାଏ, ଯଥା - ନରାଧିପତି) 
  6. ମସ୍ତକାଭ୍ୟନ୍ତରର ଉପରେ ଶିରାସନ୍ଧିସନ୍ନିପାତ ରୋମାବର୍ତ୍ତ; ଏଠାରେ ଆଘାତ ହେଲେ ସଦ୍ୟ ମୃତ୍ୟୁ ଘଟେ (ସୁଶ୍ରୁତ) A part of the head where a wound results in instantaneous death.

 [ ଦ୍ର ]  ବୌଦ୍ଧଦର୍ଶନ ଅନୁସାରେ ଅଧିପତି ଚାରି ପ୍ରକାରର, ଯଥା - ଯଜ୍ଞାଧିପତି; ବିତ୍ତାଧିପତି; ବୀର୍ଯ୍ୟାଧିପତି ଓ ନ୍ୟାୟାଧିପତି। ଏ ଶବ୍ଦର ସ୍ତ୍ରୀଲିଙ୍ଗରୂପ ଅଧିପତ୍ନୀ ବେଦରେ ବ୍ୟବହୃତ ଅଛି; କିନ୍ତୁ ପରବର୍ତ୍ତୀ ସଂସ୍କୃତରେ ବିରଳ।

2572 ଅଧିପାତକ
  1. Adhipātaka (ସଂ.ବି.) - ମହାପାପ Serious or grave sin.
2573 ଅଧିପୁରୁଷ
  1. Adhipurusha (ସଂ.ବି.) - ବିରାଟ ପୁରୁଷ  A Great Being. 
  2. ପରମାତ୍ମା; ପରମେଶ୍ୱର God.
2574 ଅଧିପ୍ରଜ
  1. Adhipraja (ସଂ.ବିଣ.) - ଯାହାର ବହୁ ପୁତ୍ର କନ୍ୟା ଜନ୍ମିଛନ୍ତି  (a person) Having many children
  • ଅଧିପ୍ରଜା - (ସ୍ତ୍ରୀ)
2575 ଅଧିବକ୍ତ୍ର
  1. Adhibaktra (ସଂ.ବି.) - ଯେ କୌଣସି ବିଶିଷ୍ଟ ବିଷୟର ପକ୍ଷ ସମର୍ଥନ କରନ୍ତି A person advocating a particular cause; an advocate.
  2. ବକ୍ତା Orator.
  3. ମୁହଁ ଉପରେ ବନ୍ଧା ଯିବା ଶୀତବସ୍ତ୍ର; କମ୍ଫଟର୍  A comforter.
Page 515 of 605



expoodisha.com

 

Other Dictionary